Latest Odisha News

ରାଜସ୍ଥାନ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି

ଜୟପୁର: ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ କମିଶନ। ଏନେଇ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବହୁଜନ ସମାଜ ପାର୍ଟି…

କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ବର: କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ କରାଯିବ। କ୍ୟାନସର ପୀଡ଼ିତ…

ଇସ୍ରାଏଲର ସ୍ପଞ୍ଜ ବୋମା ସାଜିଛି ହମାସଙ୍କ ପାଇଁ ଆତଙ୍କ

ତେଲ ଅଭୀବ: ହମାସର ଆକ୍ରମଣ ପରେ ଇସ୍ରାଏଲ ଏବେ ଗାଜାରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇସ୍ରାଏଲ ଆକ୍ରମଣରୁ ବର୍ତିବା ପାଇଁ ଏବେ ହମାସ ଆତଙ୍କବାଦୀ ଅଣ୍ଡରଗ୍ରାଉଣ୍ଡ ଟନେଲରେ ଲୁଚି ରହିଛନ୍ତି । ଏହି ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ଇସ୍ରାଏଲ ସେନାଙ୍କ ପାଇଁ ବିପଦର କାରଣ ହୋଇପାରେ । ଦି…

ଓଡ଼ିଆ ଆଇପିଏସ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ ଓ କଶ୍ମୀରର ଡିଜିପି ଦାୟିତ୍ୱ

ଜମ୍ମୁ: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ ରଶ୍ମିରଞ୍ଜନ ସ୍ୱାଇଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ ଓ କଶ୍ମୀର ସିଆଇଡି (CID)ର ସ୍ପେଶାଲ ଡିଜି ଅଛନ୍ତି…

ରାମ ମନ୍ଦିର ଉଦଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ସାମିଲକୁ ଜାମିୟତର ବିରୋଧ

ଲକ୍ଷ୍ନୌ: ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦେବାର ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ସମ୍ପର୍କରେ ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିୟତ ଉଲେମା-ଇ-ହିନ୍ଦର ମୁଖ୍ୟ ମୌଲାନା…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ଇଡି ସମନ୍ ଘଟଣାରେ କେନ୍ଦ୍ର ସରକାରଙ୍କୁ ଗେହଲଟଙ୍କ ଟାର୍ଗେଟ୍

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ସମନ୍ ହେବା ପରେ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, 'ଆମେ ଦେଶର ରାସ୍ତାରେ କୁକୁର ଅପେକ୍ଷା ଇଡି ଲୋକ ଅଧିକ ବୁଲୁଛନ୍ତି।' ସୂଚନା ଥାଉକି ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ…

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ହୋଇପାରନ୍ତି ଅଧିନାୟକ !

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟର ସମାପ୍ତି ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ରିପୋର୍ଟ ମୁତାବକ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ । ସିନିୟର ଖେଳାଳିଙ୍କ ବିଶ୍ରାମ ଏବଂ ହାର୍ଦ୍ଦିକ…

ବିଶ୍ୱକପ କ୍ରିକେଟ: ଇକାନା ଷ୍ଟାଡିୟମରୁ ଘାସ କଟାଇଲେ ଡ୍ରାଭିଡ

ଲକ୍ଷ୍ନୌ: ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚରେ ବିଜୟ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ କରିବ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଅନ୍ୟ ଖେଳାଳିମାନେ ନେଟରେ କଡା ଅଭ୍ୟାସ କରିଥିଲେ । କୋଚ ରାହୁଲ ଡ୍ରାଭିଡ ଆଜି ଇକାନା ଷ୍ଟାଡିୟମ…

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…

ବିଷମକଟକରେ ଜଗନ୍ନାଥଙ୍କୁ ଟକ୍କର ଦେବ କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଆଇନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ। ଏହି ନିର୍ବାଚନମଣ୍ଡଳୀର ନିର୍ବାଚନ ଇତିହାସକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀମାନେ…