Latest Odisha News

BREAKING NEWS

ଆରମ୍ଭ ହେଲା ଦେଶର ବୃହତ ଆଇଟି ଓ ଟେଲିକମ୍ ମେଳା, IMC କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ । IMCର ଚଳିତ ବର୍ଷର ଥିମ୍‌ ରହିଛି ‘Global Digital Innovation’ । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଏହି ମହାସମ୍ମେଳନକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  । ୨୦୨୩ ଡ଼ିସେମ୍ବର ୯ ଯାଏଁ ଭୋଟରମାନେ ଆବେଦନ…

ଶିକ୍ଷକଙ୍କ ତାଲିବାନୀ ସଜା: ଯୁବକଙ୍କୁ ବନେଟ ଉପରେ ଝୁଲାଇ ୧୦ କିମି ବୁଲାଇଲେ

ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ…

ଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର: ଆଜି ରାତି ପାହିଲେ କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି…

ରାତି ପାହିଲେ ଧରାପୃଷ୍ଠକୁ ବିରାଜିବେ ଐଶ୍ଚର୍ଯ୍ୟର ଦେବୀ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ…

ବିକାଶରୁ ବହୁ ଦୂରରେ ବରପଦରପଡ଼ା: ମିଳିପାରୁନି ମୌଳିକ ସୁବିଧା, ଆବାସ ଯୋଜନା ଏଠି ସ୍ୱପ୍ନ !

ନୂଆପଡା :  ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା ଡିଣ୍ଡିମ ପିଟୁଛନ୍ତି  । ହେଲେ  ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ବରପଦର ପଡ଼ା । ବିକାଶ ତ ବହୁ ଦୂରର କଥା  । ମୌଳିକ ସୁବିଧା ପାଇବା ବି ଏଠାକାର ଲୋକଙ୍କ…

କନ୍ଦାଇଲାଣି ପିଆଜ ଦର, ମାସକରେ ଦରଦାମ ଦୁଇଗୁଣ

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର ଡବଲ । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ…

ଆଜି ଓଡିଶା ଛାଡିବେ ପ୍ରଫେସର ଗଣେଷୀଲାଲ, ୩୧ ରେ ଶପଥ ଗ୍ରହଣ କରିବେ ରାଜ୍ୟର ନୂଆ ରାଜ୍ୟପାଳ

ଭୁବନେଶ୍ବର: ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ । ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ତାଙ୍କ ପରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ…

ଦିନକ ପରେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ: ଆଜି ଆମିଷ ବଜାରରେ ପ୍ରବଳ ଗହଳି

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି ଦେଖିବାକୁ…

କିଏ ଏହି ୮ ନୌସେନା ଅଧିକାରୀ ? କାହିଁକି ମୃତ୍ୟୁ ଦଣ୍ଡାଦେଶ ଦେଲା କତାର ?

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର । କତାରର ଏପରି ଦଣ୍ଡାଦେଶରେ ଭାରତ ସ୍ତବ୍ଧ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ଭାରତ କିମ୍ବା କତାର…