Latest Odisha News

BREAKING NEWS

ରାଜସ୍ଥାନରେ ଘାଣ୍ଟିଲା ଇଡି: ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ସମନ; ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ଛାପା

ନୂଆଦିଲ୍ଲୀ: ରାଜସ୍ଥାନରେ ଘାଣ୍ଟୁଚି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ ଅନ୍ୟପକ୍ଷେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ…

ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ର

ବ୍ରହ୍ମପୁର: ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । …

ଶେଷରେ ଭଗବାନଙ୍କୁ ବି ଛାଡିଲେନି: ଅଧରାତିରେ ପଞ୍ଚୁବରାହୀ ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ରାଜନଗର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଏବଂ ଲୁଟପାଟ୍ ଘଟଣା  ।  ପ୍ରତିଦିନ କେଉଁଠୁ ନା କେଉଁଠୁ ଚୋରୀ ଘଟଣା ସାମ୍ନାକୁ ଆସିଛି । ଲୁଟେରା ମାନେ ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳା କନା ବୁଲାଇ ମାଆଙ୍କର ସବୁ ସୁନା ଗହଣା…

ରହସ୍ୟମୟୀ ସ୍ଥାନ , ଯେଉଁଠି ନଦୀ କରୁଛି ମହାଦେବଙ୍କ ଜଳାଭିଷେକ…

ନୂଆଦିଲ୍ଲୀ : ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି  । ଏପରି ଏକ ନଦୀ ରହିଛି କର୍ଣ୍ଣାଟକରେ  ।  ଯେଉଁଠାରେ ଆପଣ ମାନଙ୍କୁ ଶହ ଶହ ଶିବ ଲିଙ୍ଗ ଦେଖିବାକୁ ମିଳିବ  । ଆମେ ଜାଣୁ ଯେ ଲୋକମାନେ ବିଭିନ୍ନ ମାନସିକ ରଖି ଜଳାଭିଷେକ କରିଥାନ୍ତି  ।…

ଏଥର କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ସମୟରେ କରିବେ ଚାନ୍ଦ ପୂଜା

ଭୁବନେଶ୍ଵର: ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ…

ସକାଳୁ ସକାଳୁ ଲୁଗା ଦୋକାନରେ ଲାଗିଗଲା ନିଆଁ

ନୟାଗଡ: ଲୁଗା ଦୋକାନରେ ଲାଗିଗଲା ନିଆଁ । ହୁତହୁତ ଜଳୁଥିଲା ଲୁଗା ଦୋକାନ । ମୁହୂର୍ତ୍ତକରେ ପୋଡି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ଲୁଗା । ଏମିତି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ରୋଡରେ ଥିବା ଏକ ବସ୍ତ୍ରାଳୟରେ । ଗୁରୁବାର ପ୍ରତ୍ୟୁଷରୁ ଘଟିଛି ଏପରି ଘଟଣା । ମିଳିଥିବା…

ବିଜେଡି-ବିରୋଧୀ ଟଣାଓଟରା-ରାଜନୀତିକୁ ଆସିଲେ ପାଣ୍ଡିଆନଙ୍କୁ ଜନତା ଗ୍ରହଣ କରିବେ ତ ?

ଭୁବନେଶ୍ୱର:ସିଧାସଳଖ ରାଜନୀତିକୁ ପଶିବେ କି ପାଣ୍ଡିଆନ ? ୨୦୨୪ ନିର୍ବାଚନ ଲଢିବେ କି ? ଯଦି ଲଢିବେ ଜନତା ତାଙ୍କୁ ଗ୍ରହଣ କରିବେ ତ ? ପୂର୍ବତନ ଆଇଏଏସ ଅଫିସର ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଚାନକ ଇସ୍ତଫା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ଜନତାଙ୍କ ମନରେ ଥିବା ଏପରି ପ୍ରଶ୍ନକୁ…

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର…

ସେବାୟତ ବିବାଦ : ଗତକାଲିଠାରୁ ଖାଡା ଉପାସରେ ମହାପ୍ରଭୂ ଶ୍ରୀଲିଙ୍ଗରାଜ, ହୋଇନି କୌଣସି ନୀତିକାନ୍ତି

ଭୁବନେଶ୍ବର : ଆଜି ମଧ୍ୟ ଖାଡା ଉପାସରେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜ ।  ଗତକାଲି ମଙ୍ଗଳ ଆଳତିଠାରୁ ନୀତିକାନ୍ତି ବନ୍ଦ ରହିଛି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ…

କାଜୁ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ : ଥମୁନି ହାତୀ ମୃତ୍ୟୁ  । ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଆଠଗଡ ବନଖଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେନାପଦା ବିଟ୍ ଅଂଶୁପା  ରାସ୍ତା ପେଟ୍ରୋଲ୍ ଟାଙ୍କି ନିକଟ କାଜୁ…