Latest Odisha News

BREAKING NEWS

ପୋଖରୀରେ ବୁଡ଼ି ମାଆ-ଝିଅ ମୃତ

ନୟାଗଡ଼: ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମା’ ଓ ଝିଅ ମୃତ। ଅପରାହ୍ନ ସମୟରେ ମା’ ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁଁ ପ୍ରଥମେ ଝିଅ ଓ ପରେ ମାଆ ପୋଖରୀରେ ବୁଡ଼ିଗଲେ। ମୃତକ ମା’ ରୀନା ପ୍ରଧାନ(୩୦…

ଭସାଣି ପାଇଁ ରାଜଧାନୀରେ କଟକଣା: କେଉଁ ରୁଟରେ ଗଡ଼ିବ ଗାଡ଼ି ଜାଣନ୍ତୁ

ଭୁବନେଶ୍ୱର:  ସରିଯିବ ଉତ୍ସବର ମାହେଲା । ମେଲାଣି ନେବ ମା’ । ଆସନ୍ତାକାଲି ଭସାଣି ।  ପୁଣି ଗୋଟିଏ ବର୍ଷର ଅପେକ୍ଷା ।  ଆସନ୍ତାକାଲି ଭସାଣି ପାଇଁ ପ୍ରସ୍ତୁତ ହେଉଛି  କମିଶନରେଟ ପୋଲିସ । ସେଥିପାଇଁ   ଆଜିଠାରୁ ଗାଇଡଲାଇନ ଜାରି କରାଯାଇଛି । କେତେବେଳେ ଭସାଣି,  କେଉଁ ରାସ୍ତାରେ ଗଡିବ…

ଦାନ ମାଝୀ ଘଟଣାର ପୁନରାବୃତ୍ତି; କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର

ନବରଙ୍ଗପୁର: ଆଜି ସମଗ୍ର ଦେଶରେ ଦଶହରାର ମାହୋଲ ଦେଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ନବରଙ୍ଗପୁର ଶରଧାପୁର ଗ୍ରାମରେ ଦାନ ମାଝୀ ଘଟଣାର ପୁନରାବୃତ୍ତି। ଶବ ଦାହ ଗାଡ଼ି ନମିଳିବାରୁ କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର ଲୋକ। ସୂଚନା ଅନୁସାରେ…

ଇସ୍ତଫା ନୁହେଁ, ଲୋକଙ୍କୁ ଭୁଆଁ ବୁଲେଇ ୪ ହଜାର କୋଟି ହଡପ କରିବାର ଏହା ଏକ ଷଡଯନ୍ତ୍ର-କଂଗ୍ରେସ

ଭୁବନେଶ୍ୱର:5ଟି ସଚିବ ଭିକେ ପାଣ୍ଡିଆନ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର ଦିନକ ପରେ ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା ।  ୫ଟି ଅଧ୍ୟକ୍ଷ ପଦ ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦ ବି ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବେ । ହଠାତ ଓଡ଼ିଶା ରାଜନୀତିରେ ଏପରି ଆଶ୍ଚର୍ଯ୍ୟଜନକ …

ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ, ୧୦ ଆହତ

ସମ୍ବଲପୁର: ବିଜୟା ଦଶମୀରେ ଅଘଟଣ। ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଅଟୋ ଗଛକୁ ଧକ୍କା ଦେଇ ଓଲଟିପଡିଲା। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ରହିଛି। ମୃତକ ଓ ଆହତମାନେ…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ହାମୁନ’: ଜାଣନ୍ତୁ କେତେ ରହିବ ପବନର ବେଗ ?

ଭୁବନେଶ୍ୱର:ଭୟଙ୍କର ବାତ୍ୟା ରୂପ ନେଇଥିବା ହମୁନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅତି ଭୟଙ୍କର ବାତ୍ୟାରୂପ ନେଇଛି । ଆସନ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମିଡଡେ ବୁଲେଟିଂରେ ସୂଚନା ଦିଆଯାଇଛି ।…

ନବରାତ୍ରୀରେ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଜମ୍ମୁ: ନବରାତ୍ରୀ ଅବସରରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ସମାଗମ ହୋଇଛି । ଜଗତଜନନୀଙ୍କ ଦର୍ଶନ ଲାଗି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚଛନ୍ତି ଶ୍ରଦ୍ଧାଳୁ । ଜମ୍ମୁର ରିୟାସୀ ଜିଲ୍ଲା ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ…

ଓଡ଼ିଆ ଫିଲ୍ମ ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ

ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର 'ରାମ' କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ…

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ…

ଆତଙ୍କୀ ଗଡ଼ ଧ୍ୱଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍, ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼…