Latest Odisha News

BREAKING NEWS

ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା !

ରାୟଗଡା: ଗୁଣପୁରରେ ଅଭାବନୀୟ ଘଟଣା ଘଟିଛି । ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଅଶୋକ ବରାଡ଼ ବୋଲି ଜଣାପଡିଛି ।  ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି । ଅଶୋକଙ୍କ…

ପୁଣି ଆତଙ୍କ ଖେଳାଇଲା ଅବସରପ୍ରାପ୍ତ ଯବାନ: ଗିରଫ କରିବାକୁ ଯାଇଥିବାବେଳେ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ

ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିଲେ ଏସ୍‌ଆଇ ସମ୍ବିତ…

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ

ଭୁବନେଶ୍ଵର: ଆପଣ ନିଶ୍ଚୟ ସାମ୍ବର କିମ୍ବା ତରକାରୀରେ ଭୃଷଙ୍ଗ ପତ୍ର ଖାଇଥିବେ । କିଛି ଲୋକେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ମଧ୍ୟ ଖାଇଥାନ୍ତି । କିନ୍ତୁ ସକାଳେ ଭୃଷଙ୍ଗ ପତ୍ରକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ଘଟେ । ଅନେକ ପୋଷକ ତତ୍ତ୍ୱ ଏହି ଭୃଷଙ୍ଗ ପତ୍ରରୁ ମିଳିଥାଏ ।…

ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା: କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ନେପାଳରେ ଭୂକମ୍ପ ଝଟକା  । ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି  । ଭୂକମ୍ପ…

ନବଦୁର୍ଗା: ନବରାତ୍ରିର ଅଷ୍ଟମୀ ତିଥିରେ ମହାଗୌରୀଙ୍କୁ ଆରାଧନା: କଣ ରହିଛି ପୂଜା ବିଧି, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ଆରାଧନା କରାଯାଏ  ।  ଭଗବାନ ଶିବଙ୍କ ପାଇଁ ମା’ ମହାଗୌରୀ ଏହି କଠୋର ପୂଜା କରିଥିଲେ ।  ଯେଉଁଥିପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। କିନ୍ତୁ ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ , ସେତେବେଳେ  ଶିବଙ୍କ କୃପାରୁ ମା’…

ଶିଶୁ କବିତା : ମାଆ ଆସିଛନ୍ତି

ତରୁଣ କୁମାର ମିଶ୍ର ଧରଣୀ ହସଇ କାଶତଣ୍ଡୀ ମୁଖେ ଆଶ୍ବିନ ଆସିଛି ବୋଲି , ବିଞ୍ଚି ମହୀ ପରେ ଗଙ୍ଗଶିଉଳୀକୁ ଫୁଲର ପସରା ମେଲି । ନାନା ଜାତି ଫୁଲ ଫଳ ସମ୍ଭାରରେ ସଜାଇ ଧରଣୀ ରାଣୀ , ସମ୍ଭାଷଣ କରେ ମାଆ ଅମ୍ବିକାଙ୍କୁ ଆସ ଦୁର୍ଗତି ନାଶିନୀ । ତଡ଼ାଗ ତଟିନୀ ଶୁଭ୍ର ଜଳ ଘେନି…

ଅଟୋରେ ଘରକୁ ଫେରୁଥିଲେ , ଗାଁ ରାସ୍ତାରେ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ !

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ  ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ ଖଣ୍ଡାରେ ହାଣିଛନ୍ତି ଦୁର୍ବୁତ୍ତ ।…

ଗପ : କେତେ ରୂପରେ ମା’

ପ୍ରସେନଜିତ ସେଠୀ                                                                          ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ…

ପୁଣି ରକ୍ତ ରଞ୍ଜିତ ହେଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଚଳଚଞ୍ଚଳ ପୁରା କଳାହାଣ୍ଡି

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର…

କବିତା : ଦେବୀ

ଶୁଭ ନାରାୟଣ ସ୍ବାଇଁ କାଲି ଫେରିଲା ବେଳେ ପୁଣିଥରେ ମେଢ଼ ପାଖକୁ ଗଲି ଦେବୀଙ୍କୁ ଦେଖିଲି ଯେ ଝୁଣା ଧୂଆଁ ଭିତରେ ଥରିଲା ଭଳି ଦିଶୁଥିଲା ଦେବୀଙ୍କ ହାତ, ପାଦ ଓ ଦେହ ମଳିନ ଦିଶୁଥିଲା ଦେବୀଙ୍କ ମୁହଁ ! କେଜାଣି କାହିଁକି ମୋତେ ଲାଗିଲା ଇଏ ଜମାରୁ ଦେବୀ ନୁହଁ ।। ଫେରିଲା ବେଳକୁ…