ରିଲିଜ୍ ହେଲା ‘ଗଣପତ’: ଟାଇଗର-କ୍ରିତିଙ୍କ ଅଭିନୟକୁ ଢେର ପ୍ରଶଂସା
ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଗଣପତ’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ବହୁ ଦିନ ହେଲା ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁୁ ଅପେକ୍ଷା କରିଥିଲେ । ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହୋଇଥିବା ବେଳେ ଏହାର ପ୍ରଥମ ଦିନର…