‘ବିଗ୍ ବସ୍-୧୭’କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଶୋ’ର ବେଆଇନ ଟେଲିକାଷ୍ଟ ଉପରେ ପ୍ରତିବନ୍ଧକ
ମୁମ୍ବାଇ: ଟେଲିଭିଜନ୍ର ସବୁଠୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍-୧୭’ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ବେଆଇନ ଟେଲିକଷ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଏକ ରିପୋର୍ଟ…