ପଞ୍ଚଭୂତରେ ବିଲୀନ ହେଲେ ଯୁଧିଷ୍ଠିର ସାମନ୍ତରାୟ
ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ପୁରୀ ସ୍ଵର୍ଗଦ୍ଵାରରେ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପ୍ରିୟବତ ସାମନ୍ତରାୟ ମୁଖାଗ୍ନି ଦେଇଛନ୍ତି। ତେବେ ଯୁଧିଷ୍ଠିରଙ୍କ ଶେଷ ଦର୍ଶନ ସମୟରେ ସ୍ଵର୍ଗଦ୍ଵାରରେ ପିପିଲି ଡେଲାଙ୍ଗ…