Latest Odisha News

BREAKING NEWS

ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ ହୋଇଛି  । ହେରାଟ ସହରଠାରୁ ୩୩ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ୟୁଏସଜିଏସ୍ ପକ୍ଷରୁ ସୂଚନା ମିଳିଛି । ତେବେ ଭୂମିକମ୍ପ ପରେ ଲୋକେ ଘରୁ…

ପାର୍ବଣ ବେଳେ ରାଜଧାନୀରେ ଥିବା ବାର ଓ ପବ ଉପରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍, ନାଇଟ୍ କ୍ଲବ୍, ପବ୍, ଡ୍ୟାନ୍ସ ବାର୍ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ଇନଫୋସିଟି ସମେତ ବିଭିନ୍ନ ଅଞ୍ଚଳରେ ଥିବା ବାର୍ ଓ ନାଇଟ୍…

ଏମିତି ବି ଆସେ ମୃତ୍ୟୁ ! ସାପକୁ ଦେଖି ଭୟରେ ଉଡିଗଲା ବୃଦ୍ଧାଙ୍କ ପ୍ରାଣବାୟୁ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସେବକ ସାହି ଗ୍ରାମରେ ଘଟିଛି ଏଇ ଅଦ୍ଭୁତ ଘଟଣା । ସାପକୁ ଦେଖି ଭୟରେ ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ । ମୃତକ ଜଣଙ୍କ ହେଉଛନ୍ତି ୫୭ ବର୍ଷିୟ ନାଖାରୀ ଭୋଇ । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ସ୍ନେକ୍  ହେଲ୍ପ ଲାଇନର ସାଧାରଣ…

ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଯାହାକୁ…

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rankର ଅଧିକାରୀ ହେଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ ‘A +’ ମାନ୍ୟତା । କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଗତକାଲି ମରକ୍କୋର ମାରାକେଶ ସହରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ…

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତ, ୨୩ ଆହତ

ମୁମ୍ବାଇ: ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେଇଛି  । ଏଥିରେ  ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ୩୫ ଜଣ…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ…

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ…