Latest Odisha News

BREAKING NEWS

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଆଜି ପବିତ୍ର ମହାଳୟା: ପୁରୀରେ ପ୍ରବଳ ଗହଳି, ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ :ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି  । ଆଜି ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି  ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଆଶ୍ୱିନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଆମେ ତିନୋଟି ଧାରାର ବୈଶିଷ୍ଠ ଦେଖିବାକୁ ପାଉ। ବୈଷ୍ଣବ ଧାରା, ଶୈବ ଧାରା ଓ ଶାକ୍ତ ଧାରା। ଏହି ମଧ୍ୟରେ ଆଶ୍ୱିନ ମାସଟି ଶାକ୍ତ ଧାରାର ପରିପନ୍ଥୀ…

ଆସନ୍ତାକାଲି ମହାଳୟା ପାଇଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: ଶନିବାର ପବିତ୍ର ମହାଳୟା ଅନୁଷ୍ଠିତ ହେବ । ମହାଳୟା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ଏ ନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ନେଇ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ କରିଛି । ଚଳିତ ବର୍ଷ ଦଶହରା ଛୁଟି ଦୁଇଟି…

ରିଲିଜ୍ ହେଲା ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର: ଜଣେ ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’ ଶୁକ୍ରବାର ରିଲିଜ୍ ହୋଇଯାଇଛି । କେଶରୀ ଟକିଜଠାରେ ଫିଲ୍ମ ର ପ୍ରିମିୟର ଶୋ' ଆୟୋଜିତ ହୋଇଥିଲା । ଏହି ପ୍ରିମିୟର ଶୋ' ରେ ହାଉସ ଫୁଲ୍ ଥିବା ବେଳେ ଓଡ଼ିଆ ସିନେ ଜଗତର ପ୍ରଯୋଜକଙ୍କ ସମେତ ଅନେକ କଳାକାର ଏକାଠି ବସି…

୯୦ ବର୍ଷ ପରେ ଲାଇବ୍ରେରିକୁ ଫେରାଇଲେ ପୁସ୍ତକ; ବିଳମ୍ବ ଜନିତ ଶୁଳ୍କ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ଲାଇବ୍ରେରୀ ଯାଇ ପୁସ୍ତକ ପଡ଼ିବାକୁ ପସନ୍ଦ କରିଥାନ୍ତି । ସେମାନେ ଘରକୁ ମଧ୍ୟ କିଛି ପୁସ୍ତକ ଆଣିଥାନ୍ତି । ଲାଇବ୍ରେରୀରୁ ଆଣିଥିବା ପୁସ୍ତକକୁ ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଫେରସ୍ତ କରିବାର ନିୟମ ମଧ୍ୟ ରହିଛି । ହେଲେ ନ୍ୟୁୟର୍କର ଜଣେ ବ୍ୟକ୍ତି ଏକ ଲାଇବ୍ରେରୀରୁ…

ଗୋଲଡେନ୍ ମ୍ୟାନ: ପିନ୍ଧନ୍ତି ୫ କିଲୋ ସୁନା, ସାଙ୍ଗରେ ନିଅନ୍ତି ୪ ବଡିଗାର୍ଡ

ବିହାର: ମହିଳା ହୁଅନ୍ତୁ ବା ପୁରୁଷ ପ୍ରାୟ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି । ସେଥିଲାଗି ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରିଥାନ୍ତି । ମୂଲ୍ୟ ଟିକେ ହ୍ରାସ ହେଲେ ଲୋକେ ସୁନା କିଣିଥାନ୍ତି । ସେହିପରି ଏମିତି ବି କିଛି ଲୋକ ଅଛନ୍ତି,ଯେଉଁମାନେ ସୁନା ଅଳଙ୍କାରକୁ…

ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ବିଜୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନ୍ୟୁଜିଲାଣ୍ଡ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହା କିୱି ଟିମର କ୍ରମାଗତ ତୃତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ ବିନିମୟରେ ୨୪୫ ରନ କରିଥିଲା । ମୁସ୍ତାଫିକର ରହେମାନ ୬୬, ମହମ୍ମୁଦାଲ୍ଲା ୪୧ ଓ ଶକୀବ ଉଲ ହାସନ…

ପ୍ରେମିକଙ୍କ ଘରୁ ବାହାରିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମୁହଁ ଲୁଚାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି । ଗୁରୁବାର ରାତିରେ ଜାହ୍ନବୀଙ୍କୁ ଶିଖରଙ୍କ ଘରୁ ବାହାରୁଥିବାର…

ରିଲିଜ ହେଲା ‘ସାମ ବାହାଦୂର’ର ଟିଜର, ଏକାଠି ନଜର ଆସିବେ ଭିକ୍କି-ସାନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ଶୁକ୍ରବାର ରିଲିଜ ହୋଇଯାଇଛି । ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଁଙ୍କ ଭୂମିକାରେ ଅଭିନୟ କରିବେ ଭିକ୍କି । ଏହି ଚରିତ୍ରରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ…