ମାଓବାଦୀଙ୍କ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଲା ଓଡ଼ିଶା
ନୂଆଦିଲ୍ଲୀ: ଓଡ଼ିଶାରେ ମାଓବାଦୀଙ୍କ ମୁକାବିଲା ପାଇଁ ସୁରକ୍ଷା ବାହିନୀକୁ ସହାୟତା କରିବା ପାଇଁ ଏକ ଉତ୍ସର୍ଗୀକୃତ ହେଲିକପ୍ଟର ଓ ଅଧିକ ମୋବାଇଲ ଟାଓ୍ବାର ଯୋଗାଇ ଦେବାକୁ ଓଡ଼ିଶା ସରକାର ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ…