Latest Odisha News

କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା: ପ୍ରିୟଙ୍କା ଗାନ୍ଧୀ

ରାୟପୁର: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ସମସ୍ତ ରାଜନୈତିକ ଦଳ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ପ୍ରଚାର ପ୍ରସାର ଆରମ୍ଭ କଲେଣି। ଅନ୍ୟପଟେ ଜାତିଗତ ଜନଗଣନାକୁ ନେଇ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କଲେଣି ରାଜନୈତିକ ଦଳ। ଇତିମଧ୍ୟରେ…

ସିଜିମାଳୀ ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ଶୋଭାଯାତ୍ରା

ରାୟଗଡ଼ା: ସିଜାମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି କମ୍ପାନୀ ସମର୍ଥକ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଖଣି ଖନନକୁ ସମର୍ଥନ କରି ଆଜି କାଶୀପୁରଠାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସରକାରଙ୍କ…

ଏସିଆନ ଗେମ୍ସ: ହକିରେ ସ୍ୱର୍ଣ୍ଣ, ଭାରତର ୧୦୦ ପଦକ ନିଶ୍ଚିତ

ହାଙ୍ଗଝୋଉ: ହକିରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଚଳିତ ଏସିଆନ ଗେମ୍ସରେ ଭାରତ ଦ୍ରୁତ ଗତିରେ ତାର ଟାର୍ଗେଟ ୧୦୦ ପଦକ ଆଡେ ଗତି କରୁଛି । ୧୩ତମ ଦିନ ଭାରତ ୯ ପଦକ ଜିତିବା ପରେ ଏହାର ସଂଖ୍ୟା ୯୫ରେ ପଂହଚିଛି । ଏହା ବ୍ୟତୀତ ୪ଟି ଖେଳରେ ୭ ପଦକ ଭାରତର ପ୍ରାୟତଃ ନିଶ୍ଚିତ ହୋଇଛି । ହକିରେ…

ମାଗଣା ଯୋଜନା ଉପରେ ଲାଗିବ ରୋକ୍ !

ଭୁବନେଶ୍ୱର: ଦିନେ ଦୁଇଦିନ ମଧ୍ୟରେ ଦେଶର ପ୍ରମୁଖ ରାଜ୍ୟଗୁଡିକ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏସବୁ ରାଜ୍ୟଗୁଡିକର ରାଜନୀତି ଚଳଚଂଚଳ ହୋଇଉଠିଛି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ସରକାର ମାଗଣା…

ନୀଳଗିରିରୁ ସୁକାନ୍ତ ନା ପୁଣି ଫେରିବେ ପ୍ରତାପ?

ଭୁବନେଶ୍ୱର: ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ପ୍ରମୁଖ ବିଧାନସଭା କ୍ଷେତ୍ର ହେଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା କ୍ଷେତ୍ର। ନୀଳଗିରି ବିଧାନସଭା ଆସନର ଇତିହାସକୁ ଦେଖିଲେ ଏହି ସିଟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜିତିଛନ୍ତି। କଂଗ୍ରେସଠୁ ଆରମ୍ଭ କରି ଜନତା…

ରାଜସ୍ଥାନରେ ଗଠନ ହେବ ୩ଟି ନୂତନ ଜିଲ୍ଲା, ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୩ଟି ନୂତନ ଜିଲ୍ଲା ଗଠନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଟୋଙ୍କ ଜିଲ୍ଲାର ମାଲପୁରା ଏବଂ ଚୁରୁ ଜିଲ୍ଲାର ସୁଜୀନଗଡ଼କୁ ଅଲଗା ଜିଲ୍ଲା ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ…

ଓଡିଶା ପାଇଁ ଗୌରବ:ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଚାନ୍ଦବାଲିର ପୁଅ

ଭଦ୍ରକ: ଓଡିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ପୁଅ ଚିତ୍ତରଂଜନ ତ୍ରିପାଠୀ  । ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ପାଇଲେ ନିଯୁକ୍ତି । ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର…

ଖଡିଆଳରେ ଫୁଟବଲ ଫିଭର: ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୭୦ ଦଳ

ନୂଆପଡା : ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଛି ବିଧାନସଭା ମଣ୍ଡଳୀ ସ୍ତରୀୟ ଦିବାରାତ୍ର ଫୁଟବଲ ମ୍ୟାଚ । ଏଥିରେ ତିନୋଟି ବ୍ଲକର ସତୁରୀଟି ଦଳ ଭାଗ ନେଇଛନ୍ତି ।  ଏହି ବଡ ଧରଣର ପ୍ରତିଯୋଗିତାରେ ସହଯୋଗ କରିଛନ୍ତି ଖଡ଼ିଆଳର ଯୁବ ବିଧାୟକ ଅଧିରାଜ ପାଣିଗ୍ରାହୀ ।…

ନକ୍ସଲ ବିରୋଧରେ ଗୃହମନ୍ତ୍ରୀଙ୍କ ରଣହୁଙ୍କାର: ଦୁଇବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦର ବିଲୋପ ନିଶ୍ଚିତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅମିତ ଶାହ ଶୁକ୍ରବାର କହିଛନ୍ତି, ୨ ବର୍ଷ ମଧ୍ୟରେ ଦେଶରେ ଥିବା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସ୍ଥତି…

ମୋଦି ସରକାରଙ୍କ ଅଲ୍ଟିମେଟମର ପ୍ରଭାବ:ଅକ୍ଟୋବର ୧୦ ପୂର୍ବରୁ କାନାଡା ହଟାଇନେଲା କୁଟନୀତିଜ୍ଞ

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପରେ ଭାରତ-କାନାଡା ସମ୍ପର୍କ ତିକ୍ତତା ଲଗାତାର ବିଗିଡବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ଅଲ୍ଟିମେଟମ ପରେ କାନାଡା ନିଜ କୂଟନୀତିଜ୍ଞଙ୍କୁ ହଟାଇବା ଆରମ୍ଭ କରିଛି । ଖଲିସ୍ଥାନୀ ବିଚ୍ଛିନ୍ନତିବାଦୀ ହରଦୀପ ସିଂହ…