Latest Odisha News

BREAKING NEWS

ସହପାଠୀ ପ୍ରତ୍ୟୁଷାଙ୍କୁ ବିବାହ କରିବା ପାଇଁ ବିଜୟଶଙ୍କରଙ୍କ ଆବେଦନ; ସୋମାଲିକା କହିଲେ, ‘ଛାଡ଼ିବିନି’

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା । ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ…

ପାର୍ବଣରେ ସୁନା କିଣିବା ଲାଭ ନା କ୍ଷତି ! ପଢ଼ନ୍ତୁ…

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବା ପୂର୍ବରୁ ସୁନାର ଦର କେତେ ବୃଦ୍ଧି ପାଉଛି, କେଉଁ ମାସରେ ହ୍ରାସ ହେଉଛି ଏବଂ କେଉଁ ସମୟରେ କିଣିବା ଉଚିତ୍ ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ। ଭାରତରେ ପ୍ରତ୍ୟେକଙ୍କ ଘରେ ସୁନା ପାଇଁ କିଛି ଟଙ୍କା ସଞ୍ଚୟ କରନ୍ତି…

କେବେଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ…

ଭୁବନେଶ୍ଵର: ସମଗ୍ର ଭାରତରେ ନବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ନବରାତ୍ରିର ନଅ ଦିନରେ ମାତା ଦେବୀ ୯ ପ୍ରକାର ରୂପରେ ପୂଜା ପାଇଥାନ୍ତି | ଚଳିତବର୍ଷ ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବରରେ ଶେଷ ହେବ | ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହା…

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି…

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ…

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ…

ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ…

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଫସିଯିବେ କି ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ…

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ  ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି।…