Latest Odisha News

BREAKING NEWS

ପ୍ରକାଶ ପାଇଲା ବିହାର ଜାତିଗତ ଜନଗଣନା ରିପୋର୍ଟ; ଜାଣନ୍ତୁ, କେଉଁ ଜାତିରେ ଅଛନ୍ତି କେତେ ଲୋକ

 ପାଟନା: ବିହାରରେ ହୋଇଥିବା  ଜାତିଗତ ଜନଗଣନା ରିପୋର୍ଟ ସରକାର ଆଜି ଅର୍ଥାତ ଅକ୍ଟୋବର ୨ ତାରିଖ ଜାରି କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ବିବେଶ ସିଂହ ଜାତି ଆଧାରିତ ଗଣନାର ରିପୋର୍ଟ ଜାରି କରିଛନ୍ତି । ଏହାକୁ ନେଇ ବିହାରରେ ଖୁବ ଉତ୍ତେଜନା ପ୍ରକାଶ ପାଇଛି…

ରିଲିଜ ହେଲା କଙ୍ଗନାଙ୍କ ‘ତେଜସ୍’ର ଟିଜର: ପାଇଲଟ ଲୁକରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ଗାନ୍ଧି ଜୟନ୍ତୀ ଅବସରରେ କଙ୍ଗନାଙ୍କ ଫିଲ୍ମ 'ତେଜସ୍'ର ଏକ ଦମଦାର ଟିଜର୍ ରିଲିଜ୍ ହୋଇଯାଇଛି । ରିଲିଜ ହେଉ ହେଉ ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । କଙ୍ଗନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଟିଜର ସେୟାର କରିଛନ୍ତି । ଭିଡିଓରେ ସେ ବାୟୁସେନା…

ଯାଜପୁର ପାଣିକୋଇଲିରେ ଅଘଟଣ: ଗ୍ୟାସ୍ ଲିକ୍ ହୋଇ ଶାଶୁ , ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଏକ ବଡ ଧରଣର ଅଘଟଣ  ।  ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇଛି  । ଫଳରେ ଶାଶୁ ବୋହୁ ଙ୍କ ଦେହରେ ନିଆଁ ଲାଗି ଯାଇଛି  । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି  ।…

ରହସ୍ୟମୟ ଏହି ପୁସ୍ତକ: ଯାହାର ଓଜନ ୮୫ କିଲୋ, ପଢୁ ପଢୁ ଲୋକେ ହୋଇଯାଆନ୍ତି ପାଗଳ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ । କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି? ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ । କୁହାଯାଏ କି ଏହା ସୈତାନମାନଙ୍କର…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସିଏନଜି ଓ ପିଏନଜି

ନୂଆଦିଲ୍ଲୀ: ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସିଏନଜି ଓ ପିଏନଜି। ମହାନଗର ଗ୍ୟାସ ଲିମିଟେଡ୍ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ମହାନଗର ଗ୍ୟାସ ଲିମିଟେଡ୍ (MGL)…

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର:  ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ  ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ  ଆସନ୍ତାକାଲି…

ମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର : ଘଟଣା ପଛର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ:ମଇଁଷି ପେଟରୁ ବାହାରିଲା ସୁନା । ପୁରା ଦେଢ ଲକ୍ଷ ଟଙ୍କାର । ଆରେ, ମଇଁଷି ପେଟ କ’ଣ ସୁନା ଖଣି ? ସେଠୁ କେମିତି ବାହାରିଲା ସୁନା ? କଥଟା ଶୁଣିବା ପରେ  ସମସ୍ତଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ଆସୁଥିବ । ହେଲେ କଥାଟା ଏକଦମ ସତ । ଘଟଣା ଘଟିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର…

କ୍ରିପ୍ଟୋ ପଞ୍ଜି ସ୍କାମ ଘଟଣା: ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣାରେ ଉଭୟଙ୍କୁ…

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ 'ଟେଲ୍‌ସ ଫ୍ରମ୍‌ ଦି…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି  । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ…