Latest Odisha News

BREAKING NEWS

ସାଇବର ଠକେଇରେ ଲାଗିବ ବ୍ରେକ୍, ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ରାଜ୍ୟରେ ଦିନକୁଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ବଡ ବଡ ଶିକ୍ଷିତ ଲୋକମଧ୍ୟ ଫସିଯାଉଛନ୍ତି ଠକଙ୍କ ଜାଲରେ । ତେଣୁ ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା…

ଚନ୍ଦ୍ରଯାନ-୨ ପରେ ଇସ୍ରୋର ଆଉ ଏକ ସଫଳତା: ମଙ୍ଗଳ ଗ୍ରହକୁ ପଠାଇବ ମଙ୍ଗଳଯାନ-୨

ଇସ୍ରୋ:ଚନ୍ଦ୍ରଯାନ-୩ ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ  ଅନୁସନ୍ଧାନ ସଂଗଠନ (ଇସ୍ରୋ) ମଙ୍ଗଳ ଗ୍ରହକୁ ପୁଣି ଏକ ଅନ୍ତରୀକ୍ଷ ଯାନ ପ୍ରେରଣ କରିବାକୁ ଯୋଜନା କରୁଛି । ଇସ୍ରୋ ଖୁବ ଶିଘ୍ର ମଙ୍ଗଳକୁ ଦ୍ୱିତୀୟ ମଙ୍ଗଳଯାନ -୨ ପଠାଇବ । ୯ ବର୍ଷ ତଳେ ଅର୍ଥାତ ୨୦୧୪ରେ ଭାରତ ଇତିହାସ ସୃଷ୍ଟି…

ମାଓବାଦୀ ଲିଙ୍କ୍: ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋମବାର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଚଢ଼ଉ କରିଛି।ଆନ୍ଧ୍ରପ୍ରଦେଶର ପ୍ରକାଶମ୍, ରାଜମୁନ୍ଦ୍ରି ଏବଂ ଶ୍ରୀକାକୁଲମ ଜିଲ୍ଲାରେ ଏବେ ବି ଚଢ଼ାଉ ଜାରି ରହିଥିବା ବେଳେ ଏନଆଇଏର ଅନ୍ୟ ଏକ ଟିମ୍ ହାଇଦ୍ରାବାଦରେ ଚଢ଼ଉ ଜାରି ରଖିଛି।…

‘ଏମ୍ସ ପ୍ଲସ’ ହସ୍ପିଟାଲରେ ବିଜୁଳି ପରେ ପାଣି ସମସ୍ୟା

କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ ପ୍ରତିଶ୍ରୁତି ପାଳନ କରିବା ପ୍ରତି ସେତେଚା ଯତ୍ନବାନ…

ଫେରିବ ‘ବାଘ ନଖ’: ଯେଉଁଥିରେ ଶତୃ ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ ଛତ୍ରପତି ଶିବାଜୀ

ନୂଆଦିଲ୍ଲୀ: ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ବାଘ ନଖ । ଆଗାମୀ ଦିନରେ ଏହା ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଏବେ ଏହାକୁ ଫେରାଇ ଆଣିବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ଭାରତ ।…

ଭିଟାମିନର ଭଣ୍ଡାର ହେଉଛି କଲରା : ଶରୀର ପାଇଁ ଯେତେ ଲାଭଦାୟକ, ସେତେ କ୍ଷତିକାରକ ମଧ୍ୟ..

ନୂଆଦିଲ୍ଲୀ: କଲରା ଏପରି ଏକ ପରିବା , ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ୍ ନୁହେଁ। ଏହା ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରେ । କଲରା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଭଲ ହୋଇଥାଏ। କଲରା ଖାଇବାକୁ ଟିକିଏ ପିତା…

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିଶାଙ୍କ ହଠାତ ମୃତ୍ୟୁ, ବଢ଼ିଲା ସନ୍ଦେହ

ରାଉରକେଲା: ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ…

କବିତା : ବାପୁ

ଗଦାଧର ସାହୁ  ହେ ବାପୁ ତୁମେ ଅହିଂସା ପୂଜାରୀ, ଶାନ୍ତିର ସତ୍ଯାଗ୍ରହୀ । ସତ୍ଯ ଅହିଂସାର ପଥରେ ଚାଲିଲ ବିଶ୍ବ ପ୍ରେମ ମନ୍ତ୍ର ଗାଇ । କଳା ଗୋରା ଭାବ ତୁମେ ଦୂରେଇଲ ଶ୍ୱେତାଙ୍ଗ ବିରୁଦ୍ଧେ ଲଢି, ଯିଏ ଘୃଣାକଲା ତାକୁ ଭଲପାଇ ଘୃଣାଭାବ ଦେଲ ତଡି । ଫିରିଙ୍ଗି ଆସିଲା ଭାରତ…

ଚାଞ୍ଚଲ୍ୟ: ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ, ସନ୍ଦେହ ଘେରରେ ପରିବାର ଲୋକେ

ଚଣ୍ଡିଗଡ: ପଞ୍ଜାବରେ ଜଲନ୍ଧରରେ ଚାଞ୍ଚଲ୍ୟ । ଘର ବାହାରେ ଥିବା ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ । ସନ୍ଦେହରେ ପରିବାର ଲୋକାଙ୍କୁ ଉଠେଇ ନେଇଛି ପୋଲିସ । ଜଲନ୍ଧରର ମକସୁଦା ପୋଲିସ ଷ୍ଟେସନ ଅନ୍ତର୍ଗତ କାନପୁରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ୩ ଭଉଣୀ ହେଉଛନ୍ତି ୯…

“ଆଗାମୀ ୧୦ ବର୍ଷ ଯାଏ ବିଜେପିକୁ ‘ମିଆଁ’ଙ୍କ ଭୋଟ୍ ଆବଶ୍ୟକ ନାହିଁ, ଯଦି ସେମାନେ ତାଙ୍କ…

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିକୁ ୧୦ ବର୍ଷ ଯାଏଁ 'ମିଆଁ'ଙ୍କ ଭୋଟ୍ ଦରକାର ନାହିଁ। ସେମାନଙ୍କର ସମର୍ଥନ ପାଇଁ କିଛି ସର୍ତ୍ତ ରହିଛି ବୋଲି ସେ କହିଛନ୍ତି। 'ମିଆଁ' ଶବ୍ଦ ବଙ୍ଗଳାଭାଷୀ ମୁସଲମାନମାନଙ୍କୁ ବୁଝାଇବାରେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ଯାହା ନକରାତ୍ମକ ଶୈଳୀରେ…