ଆକାଶରେ ଦୁଇଟି ସୂର୍ଯ୍ୟ ଦୃଶ୍ୟମାନ, ଭିଡ଼ିଓ ଭାଇରାଲ
ପୃଥିବୀର ନିକଟତମ ଗ୍ରହ ହେଉଛି ସୂର୍ଯ୍ୟ । ସୂର୍ଯ୍ୟ ସବୁଆଡ଼େ ଦୃଶ୍ୟମାନ ହୁଅନ୍ତି । ଦୁନିଆରେ କେବଳ ଗୋଟିଏ ସୂର୍ଯ୍ୟ ଅଛନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ଦୁଇଟି ସୂର୍ଯ୍ୟ କେବେ ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଦୁଇଟି ସୂର୍ଯ୍ୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି…