Latest Odisha News

BREAKING NEWS

ଆଇସିସି ଦିନିକିଆ ବିଶ୍ୱକପ : ଉଦଘାଟନୀ ମ୍ୟାଚ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଉଦଘାଟନୀ ମ୍ୟାଚ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଉଦଘାଟନୀ ମ୍ୟାଚ ୫ ଅକ୍ଟୋରରେ ଖେଳଯିବ । ବିଶ୍ୱକପ ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ…

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ସ୍ଥଗିତ ରହିଲା ଅକ୍ଟୋବର ୩ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରା

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଅକ୍ଟୋବର ୩ ତାରିଖରେ ଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ ଡକରା ପ୍ରସଙ୍ଗ। ସ୍ଥଗିତ ରହିଲା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ଓଡିଶା ବନ୍ଦ। ଗତକାଲି ଜିଲ୍ଲାପାଳଙ୍କ ସହ ଜଗନ୍ନାଥ ସେନାର ଆଲୋଚନା…

ବିବାହ ପରେ ଏମିତି ନଜର ଆସିଲେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ: ଏକାସାଙ୍ଗରେ ମାରିଲା ୧୪ କୁକୁଡ଼ା, ଗିଳିଲା ୯

ଅନୁଗୁଳ: କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ କୁକୁଡ଼ା ଫାର୍ମରେ ୧୪ଟି କୁକୁଡାଙ୍କୁ ମାରି ଖାଇଛି ଅଜଗର। ସୂଚନା ଅନୁସାରେ ଜନକ ସାହୁ ସବୁଦିନ ପରି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇ ଦେଖନ୍ତି ତ କୁକୁଡ଼ାମାନେ…

ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ସୁପରହିଟ୍ ଯୋଡ଼ି ସଲମାନ-କାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ଦୀର୍ଘ ୪ ବର୍ଷ ପରେ ଏହି ଯୋଡ଼ିକୁ ପୁଣି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଉଭୟ ନିଜର ଚିତାକର୍ଷକ ଅଭିନୟ ମାଧ୍ୟମରେ ବକ୍ସ…

ପୋଲିସ ପଛରେ କୁକୁର ଲଗାଇ ଦେଉଛନ୍ତି ଡ୍ରଗ୍ସ ମାଫିଆ

କୋଟ୍ଟାୟମ: ଡ୍ରଗ ମାଫିଆମାନେ ପୋଲିସ ହାତରୁ ବର୍ତିବା ପାଇଁ ଅନେକ ପ୍ରକାରର ଯୋଜନା କରିଥାନ୍ତି । କେରଳରେ ଏବେ ସେମାନଙ୍କ ନୂଆ କୌଶଳ ପଦାରେ ପଡିଛି । ଡ୍ରଗ୍ସ ମାଫିଆମାନେ ସମ୍ପୃକ୍ତ ଅଂଚଳରେ ପୋଲିସ ପ୍ରବେଶ କଲେ ତାଙ୍କୁ ରୋକିବା ଏବଂ ନିଜେ ସତର୍କ ହେବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ…

୭୦୦ ଫୁଟ ତଳୁ ଠାବ ହେଲା ରହସ୍ୟମୟ ପୋଖରୀ, ଯାହା କ୍ଷୀରରେ ପରିପୂର୍ଣ୍ଣ

ମେକ୍ସିକୋ: ଦୁନିଆର ବିଭିନ୍ନ ସ୍ଥାନରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ସବିଶେଷ ତଥ୍ୟ ମିଳିବା କଷ୍ଟକର । ଏବେ ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ ଏକ ରହସ୍ୟମୟ ପୋଖରୀ ଠାବ କରାଯାଇଛି, ଯାହା କେବଳ କ୍ଷୀରରେ ପରିପୂର୍ଣ୍ଣ । ଏହା ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ…

ସୁଧ ଟଙ୍କା ଦେଇ ପାରିଲେନି ବୋଲି ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ, ପରିସ୍ରା ପିଆଇଲେ

ପାଟଣା: ମଣିଷପଣିଆକୁ ଲଜ୍ଜା । ସାମାନ୍ୟ ଟଙ୍କା କେତେଟା ପାଇଁ ମଣିଷ ଏତେ ତଳୁ ଖସି ଯାଇପାରେ ! ଏତେ ନିର୍ଦ୍ଦୟ ଏବଂ ନୃଶଂସ ପାଲଟିଯାଏ ! ବେଶୀ ନୁହେଁ, ମାତ୍ର ୧୫୦୦ ଟଙ୍କା ପାଇଁ ବିହାରରେ ଦେଖିବାକୁ ମିଳିଛି ବର୍ବର କାଣ୍ଡ । ୧୫୦୦ ଟଙ୍କାର ଅତିରିକ୍ତ ସୁଧ ଦେଇ ନ ପାରିବାରୁ ଜଣେ ମହିଳାଙ୍କୁ…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଲି ଗଲା ରକ୍ତ ସମ୍ପର୍କ। କ୍ଷଣିକ ରାଗ ପାଇଁ ନିଜ ପୁତୁରାର ରକ୍ତରେ ହୋଲି ଖେଳିଲା କକା। ନୂଆଁଖାଇ ସାରିବା ପରେ ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କକା। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଏଭଳି ଅଭାବନୀୟ…