Latest Odisha News

BREAKING NEWS

ଚାକିରି କରାଇଦେବାକୁ କହି ଆଶାୟୀଙ୍କୁ ଠକେଇ, ଗିରଫ ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ମଚାରୀ

ଭୁବନେଶ୍ୱର: ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଭୁବନେଶ୍ୱରରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମାଧବ ଚରଣ ସେଠୀ। ସେ ଉତ୍କଳ ବିଶ୍ବବିଦ୍ୟାଳୟର…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା: ଫାଇଲ ଧରି ଗାଡି ସାମ୍ନାକୁ ଦୌଡି ଆସିଲେ ଯୁବକ

ବାରଣାସୀ:ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାରେ ଢିଲା । ବାରଣାସୀର ସିଗରାସ୍ଥିତ ରୁଦ୍ରାକ୍ଷ ଇଣ୍ଟରନାଶନାଲ କନଭେନସନ ସେଣ୍ଟରରୁ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବାହାରିବା କ୍ଷଣି ଜଣେ ଯୁବକ ଫାଇଲରେ କିଛି କାଗଜ ଧରି ତାଙ୍କ ଆଡକୁ ଦୌଡୁଥିବା ଦେଖିବାକୁ…

ସିସୋର ଚିଟଫଣ୍ଡ ଠକେଇ, ୯ ବର୍ଷ ପରେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଭୁବନେଶ୍ୱର: କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ…

ଆଇଏସଏଲ: ଚେନ୍ନାୟିନ ଏଫସିକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମ୍ୟାଚରେ ଓଡିଶା ଏଫସି ୨-୦ ଗୋଲରେ ଚେନ୍ନାୟିନି ଏଫସିକୁ ପରାସ୍ତ କରିଛି । ଏଥିସହ ଓଡିଶା ଟିମ ସହଜରେ ୩ ପଂଏଟ ହାସଲ କରିଛି । ଶନିବାର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଓଡିଶା ଘରୋଇ ପରିବେଶରେ ଚମତ୍କାର…

ପଶ୍ଚିମବଙ୍ଗରୁ କିଡନାପ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୫ ଗିରଫ

ବାଲେଶ୍ୱର: ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ଅପହୃତ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର। ୫ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ମିଆଁମାରର ପଞ୍ଚାରା ଥାଇ ନାମକ ଏହି ଛାତ୍ର ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀରେ ନିଜର ପିଏଚଡି ପାଠ ପଢିବାକୁ ଆସି…

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଆପ୍, ଛାତ୍ର କଂଗ୍ରେସ ଚିତ୍, ବାଜି ମାରିନେଲା ଏବିଭିପି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଛାତ୍ର କଂଗ୍ରେସକୁ କେବଳ ଉପ ସଭାପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସଭାପତି ଭାବେ ଏବିଭିପିର ତୁଷାର ଡେଢ଼ା, ସମ୍ପାଦକ…

ରୋଜଗାର ତୁଳନାରେ ରାଘବଙ୍କଠାରୁ ପରିଣୀତି ଢେର ଆଗରେ

ମୁମ୍ବାଇ: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ଆଜି ମେହେନ୍ଦୀ କାର୍ଯ୍ୟକ୍ରମ ଧୂମ୍‌ଧାମ୍‌ରେ ଆୟୋଜନ ହୋଇଥିବା ବେଳେ ଆସନ୍ତାକାଲି ହେବ ବାହାଘର । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ପୂର୍ବ…

ଛେଳି ପାଇଁ ଟିକେଟ କାଟି ଟ୍ରେନ୍‌ରେ ଯାତ୍ରା କଲେ ମହିଳା, ଭିଡ଼ିଓ ଭାଇରାଲ

ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରିଥାନ୍ତି । କେହି ଘରେ କୁକୁର, ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ, ଛେଳି ବି ରଖିଥାନ୍ତି । ନିଜ ପରିବାର ସଦସ୍ୟଙ୍କ ଭଳି ସେମାନଙ୍କର ଯତ୍ନ ବି ନିଅନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇକି ଯାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ…

ଶେଷରେ ଡେରାସ କେନାଲରୁ ହଟିଲା ଜବରଦଖଲ; ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର:ଶେଷରେ ହଟିଲା କେନାଲ ଜବରଦଖଲ । ପାଣି ଯିବାକୁ ଫିଟିଲା ବାଟ । ଦୁଇ ବର୍ଷର ସଂଘର୍ଷର ହେଲା ଅନ୍ତ । ଚାଷୀଙ୍କୁ ମିଳିଲା ସେମାନଙ୍କର ହକ ।   ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହି ଖବର ସାମ୍ନାକୁ ଆସିବା ପରେ…

୧୭ ବର୍ଷ ହେଲା ଇନ୍ଦୋରରେ ହାରିନି ଟିମ ଇଣ୍ଡିଆ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ୨୪ ସେପ୍ଟମ୍ବରରେ ଖେଳାଯିବ । ପ୍ରଥମ ଦିନିକିଆ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଇନ୍ଦୋର ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ହେଲା ଟିମ…