Latest Odisha News

BREAKING NEWS

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ, ୯ ଗୁରୁତର

କଳାହାଣ୍ଡି: ମଙ୍ଗଳବାର କାଲାହାଣ୍ଡି ଜିଲ୍ଲାର ଜୁନାଗଡ ଅଞ୍ଚଳରେ ଅଘଟଣ। ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଜିଲ୍ଲାର ଜୁନଗଡ଼ ବ୍ଲକ ଅନ୍ତର୍ଗତ ଦସିଗାଁ ଗ୍ରାମ ନିକଟରେ ଏହି…

ଆସନ୍ତା ମାସରେ ନିଲାମ ହେବ ଦୁର୍ଲଭ ଡାଇନୋସର ବେରୀର କଙ୍କାଳ

ନୂଆଦିଲ୍ଲୀ:  ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ  । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି  । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ  । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି  । ୧୯୯୦ ମସିହାରେ ଆମେରିକାର…

ରାଜମୌଲୀଙ୍କ ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ

ମୁମ୍ବାଇ: ବାହୂବଳୀ, ଆରଆରଆର ପରି ବ୍ଲକବଷ୍ଟର ଫିଲ୍ମ କରିଥିବା ଏସଏସ ରାଜମୌଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ ରଖାଯାଇଛି । ଭାରତୀୟ ସିନେମାର ଫାଦରଙ୍କ ଉପରେ ଏହି ଫିଲ୍ମ ଆଧାରିତ । ସୂଚନାଯୋଗ୍ୟ, ଦାଦା ସାହେବ ଫାଲକେଙ୍କୁ…

ସୁନ୍ଦରଗଡର ଆତଙ୍କ ଖେଳାଇଲା ସ୍କ୍ରବ ଟାଇଫସ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡର ଆତଙ୍କ ସୃଷ୍ଟି କରିଛି ସ୍କ୍ରବ ଟାଇଫସ । ପ୍ରତିଦିନ ବଢି ଚାଲିଛି ରୋଗୀ ସଂଖ୍ୟା ।  ମଙ୍ଗଳବାର ପୁଣି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୯୩ରେ ପହଞ୍ଚିଛି । ଗତକାଲି ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତ ଅଛି ।…

ମାଇକ୍ରୋସଫ୍ଟର ଭୁଲ ଯୋଗୁ ଲିକ ହେଲା ୩୮ ଟିବି ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସାମାନ୍ୟ ଭୁଲ ଯୋଗୁ ୩୮ ଟିବି ଡାଟା ଲିକ ହୋଇଛି । କମ୍ପାନୀର ଏଆଇ ଗିଟହବ ରିର୍ପୋଜିଟରୀରୁ ଏହି ତଥ୍ୟ ମିଳିଛି । ଏମଏସର ଏଆଇ ଗବେଷକ ଟିମ ଭୁଲ ବ୍ୟକ୍ତିଗତ ଡାଟାକୁ ସାର୍ବଜନୀନ କରି ଦେଇଥିଲେ । ରିପୋର୍ଟ ମୁତାବକ ଲିକ ଡାଟାରେ କମ୍ପାନୀର ଦୁଇ ପୂର୍ବତନ କମ୍ପାନୀଙ୍କ…

ପଞ୍ଜାବର ମୋଗା ଜିଲ୍ଲାରେ ଘର ବାହାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ପଞ୍ଜାବ: ପଞ୍ଜାବର ମୋଗା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  । କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି  । କିଛି ଅଜଣା ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା…

ଜି-୨୦ ପରେ ବିଗିଡିଲା କାନାଡା-ଭାରତ ସମ୍ପର୍କ: ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ନୂଆଦିଲ୍ଲୀ:ଜି-୨୦ ସମ୍ମିଳନୀରେ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ହତ୍ୟାକାଣ୍ଡରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରି କାନାଡା ସୋମବାର ଭାରତର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରି ଦେଇଛି । ଏହାର ପାଲଟା ଜବାବ ଦେଇ ଭାରତ ମଧ୍ୟ କାନାଡାର…

କୋଲେଷ୍ଟ୍ରଲ କମ୍ କରିବାକୁ ସର୍ବୋତ୍ତମ ଏସବୁ ଫଳ….

ମୁମ୍ବାଇ:  ଆଜିର ସମୟରେ ଖରାପ ଜୀବନ ଶୈଳୀ ଏବଂ ଜଙ୍କଫୁଡ୍ ଖାଦ୍ୟ ଖାଇବାର  ଅଭ୍ୟାସ ଯୋଗୁଁ  ଦ୍ରୁତ ଗତିରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ପାଉଛି  । ବହୁ ସଂଖ୍ୟାରେ ଲୋକ ଉଚ୍ଚ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି । ଯାହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ସାଜିପାରେ ।  ଏଭଳି ପରିସ୍ଥିତିରେ ଏହାକୁ…

ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ ।  ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।  ଘଟଣା ଘଟିଛି ଗଜପତି ଜିଲ୍ଲାରେ ।   ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକଙ୍କ ନାଁ ଜେ.ଖଗେଶ ।  ଗତକାଲି…

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ  । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ…