Latest Odisha News

BREAKING NEWS

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା  । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ…

ଭାରତର ୫ଟି ପ୍ରସିଦ୍ଧ ଗଣେଷ ମନ୍ଦିର, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ନୂଆଦିଲ୍ଲୀ: ରାତି ପାହିଲେ ଶ୍ରୀଗଣେଷ ପୂଜା । ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସମସ୍ତ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ଥିବାରୁ…

ଏସିଆ କପ କ୍ରିକେଟ ଫାଇନାଲର ରେକର୍ଡ

କଲମ୍ବୋ: ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ କ୍ରିକେଟ ଟିମ ୮ମ ଥର ପାଇଁ ଚାମ୍ପିୟନ ହୋଇଛି । ଫାଇନାଲଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା ଏବଂ ଏଥିରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ୧.ଏସିଆ କପରେ ମହମ୍ମଦ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ଅକ୍ତିଆର କରି ଭାରତ ପକ୍ଷରୁ…

ବିଷାକ୍ତ ଖାଦ୍ୟ ଖାଇ ମା’ ସହ ୨ ପୁଅଙ୍କ ମୃତ୍ୟୁ

ଆସିକା:ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଶ୍ରୀରାମନଗର ଅଞ୍ଚଳରେ ।  ବିଷାକ୍ତ ଖାଦ୍ୟ ଯୋଗୁ ପରିବାରର ମା’ ଓ ୨ ପୁଅଙ୍କର ମୃତ୍ୟୁ ଘଟିଛି । ହେଲେ ଶାଶୂ ସୁସ୍ଥ ଥିବା ଜଣାଯାଇଛି । ଅନ୍ୟ ପକ୍ଷେ ମୃତ ମହିଳାଙ୍କ ସ୍ୱାମୀ…

କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର ? ଆସନ୍ତୁ ଜାଣିବା..

କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର  । ଜାଣିଛନ୍ତି କି କେଉଁଠାରେ ରହିଛି  । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର  । ଏହି ମନ୍ଦିର ନିର୍ମାଣ ପାଇଁ  ବହୁ ବର୍ଷ ସମୟ ଲାଗିଥିଲା  ।…

ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ବିପକ୍ଷଙ୍କୁ ମୋଦିଙ୍କ ଟାର୍ଗେଟ: କନ୍ଦାକଟା କରିବା ପାଇଁ ବହୁତ ସମୟ ଅଛି

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦର ବିଶେଷ ଅଧିବେଶନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସେ ମିଡିଆକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ର ସଫଳତାଠାରୁ ଆରମ୍ଭ କରି ଜି-୨୦ର ସଫଳତା ପର୍ଯ୍ୟନ୍ତ ସବିଶେଷ ବିବରଣୀ…

ଓଜନ ହ୍ରାସ କରେ ଅମୃତଭଣ୍ଡା

ଦିଲ୍ଲୀ: ଆଜିକାଲି ସମୟରେ ଓଜନ ବୃଦ୍ଧି ଏବଂ ମେଦ ବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି  । ଓଜନ ହ୍ରାସ କରିବାକୁ କିଏ ଜିମ୍ ଯାଉଛନ୍ତି ତ ଆଉ କେତେଜଣ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ ଆଉ କେହି କେହି ବ୍ୟାୟମ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବାରେ ଅମୃତ ଭଣ୍ଡା କିପରି ସହାୟକ…

ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ

ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର…

ପୁରୁଣା ସଂସଦର ସ୍ମୃତି ବଖାଣିଲେ ୧୦ ମହିଳା ସାଂସଦ

ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି  ।  ଆଜି ପ୍ରଥମ ଦିନର ପ୍ରକ୍ରିୟା ପୁରୁଣା ସଂସଦରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ନୂତନ ସଂସଦରେ କାର୍ଯ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ନୂତନ ସଂସଦ ଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା…

କବିତା : ମରିବାର ସୁଖ

ରାମକୃଷ୍ଣ ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ ରକ୍ତ ମାଂସ ହାଡରେ ନିଆଁଲାଗେ ସ୍ବପ୍ନର ଆଲିଙ୍ଗନରେ ତରଳି ବହିଯାଏ ମୁଁ ନିଆଁର ନଦୀ ପରି ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ, ମୃତ୍ୟୁ ମୋର ପାଦରେ…