ରାମଚରିତ ମାନସକୁ ପଟାସିୟମ ସାଇନାଇଡ କହିଲେ ବିହାର ଶିକ୍ଷାମନ୍ତ୍ରୀ: ବିଜେପି-ଜେଡିୟୁ ବର୍ଷିଲେ
ପାଟନା: ଧର୍ମ ପରେ ଏବେ ଧର୍ମଗ୍ରନ୍ଥ । ରାଜନୈତିକ ଦାଓପେଞ୍ଚ ଭିତରକୁ ଟଣା ହେଲା ଧର୍ମଗ୍ରନ୍ଥ । ପ୍ରଥମେ ତାମିଲାନଡୁ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ କହି ଏହାର ମୂଳୋତ୍ପାଟନ କରିବାକୁ ଖୋଲା ଚାଲେଞ୍ଜ ଦେଇଥିଲେ । ଏବେ ବିହାରର ଶିକ୍ଷାମନ୍ତ୍ରୀ ରାମଚରିତ ମାନସକୁ…