Latest Odisha News

BREAKING NEWS

ମିଲେଟ ରେସିପି ନେଇ ସେଫ୍‌ଙ୍କୁ ତାଲିମ; ଏଣିକି ସ୍ୱାଦ ସହ ବଢ଼ିବ ଲୋକପ୍ରିୟତା ଓ ଆଦର

ଭୁବନେଶ୍ୱର: ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ମିଲେଟର ଲୋକପ୍ରିୟତା ବୃଦ୍ଧି କରିବା। ଏଥିପାଇଁ ଓଏମ୍ଏମ୍ ସକ୍ରିୟ ଭାବରେ ସହରାଞ୍ଚଳରେ ମିଲେଟକୁ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି।…

ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି… ସହିଦ ପୁଅର ଶେଷକଥା ମନେ ପକାଇ କାନ୍ଦୁଛନ୍ତି ପରିବାର

ଜମ୍ମୁ:  ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି.. । ପୁଅର ଫୋନକୁ ଅପେକ୍ଷା କରିଛନ୍ତି ପରିବାର ଲାେକେ । ସନ୍ଧ୍ୟା ଆସିଲା ହେଲେ ପୁଅର କଲ ଆସିଲାନି । ଶେଷର ଆସିଲା ଏ ଛାତିଫଟା  ଖବର । ପୁଅ ଆତଙ୍କୀ ସହ ଲଢି ଡାକ୍ତରଖାନାରେ ଆଉ ଏହାର କିଛି ସମୟରେ ଆସିଥିଲା ପୁଅର ସହିଦ ଖବର। ୬୮ ବର୍ଷ…

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ…

ହିମାଚଳ ଜିତାଇଛି ବିଧାନସଭା, ଏବେ ଲୋକସଭା ଜିତିବାକୁ ଜାଲ ବିଛାଉଛି କଂଗ୍ରେସ!

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେଠାରେ କିଭଳି ସମ୍ପୃକ୍ତ ଦଳ ଅଧିକ ଲୋକସଭା ସିଟ ଜିତିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ହିମାଚଳ ପ୍ରଦେଶରେ କିଛି ମାସ ତଳେ…

ବେଆଇନ ଲିଙ୍ଗ ନିରୂପଣ ମାମଲା: ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ଦୁଇ ଗିରଫ। ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି।…

ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି: ଜଣେ ମୃତ, ଜଣେ ନିଖୋଜ

ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର…

ଡକାୟତି ଯୋଜନା ପଣ୍ଡ, ୭ କୁଖ୍ୟାତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପୁରୀ: ସଦର ଓ ଚନ୍ଦନପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୁରୀ ଏସପି ଡଃ କନୱର ବିଶାଳ ସିଂଙ୍କ ନେତୃତ୍ବରେ ଫିଲ୍ ପୁରୀ ସେଫ୍, ଫିଲ ପୁରୀ କ୍ଲିନ୍ ଅଭିଯାନ ଚାଲିଛି। ଏହି କ୍ରମରେ ପୁରୀ ସଦର ୪ ଜଣ ଓ ଚନ୍ଦନପୁର ଥାନା ପୋଲିସ ୩ ଜଣଙ୍କୁ ମିଶାଇ ମୋଟ ୭ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କରି…

ଅଖା ଭିତରେ ହାତ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ: କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ…

ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ, ଏୟାରପୋର୍ଟରେ ସୁରକ୍ଷା କଡାକଡ଼ି

ଝାରସୁଗୁଡା: ଖରାପ ପାଗ ଯୋଗୁଁ ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିମାନବନ୍ଦରରେ ପୋଲିସ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ…

୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ତାମିଲନାଡୁର ପୁଦୁକୋଟାଇର ୯ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବୁଧବାର ରାତିରେ ପୁଡୁକୋଟାଇ ଜିଲ୍ଲାର କୋଟ୍ଟଇପାଟ୍ଟିନମ୍ ଏବଂ ଜଗଦୀପତନମ୍ ଠାରୁ…