ବାଲେଶ୍ବର ଶୋଭାରମପୁରରେ ଯୁବକଙ୍କୁ ଗୁଳିମାଡ ଘଟଣା: ୮ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା
ବାଲେଶ୍ଵର : ବାଲେଶ୍ଵର ଶୋଭାରମପୁରରେ ଯୁବକଙ୍କୁ ଗୁଳିମାଡ ଘଟଣା । ପୋଲିସ ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କଥା କଟିରୁ ଏହି ଗୁଳିକାଣ୍ତଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତକାଲି ରାତିରେ ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ…