Latest Odisha News

BREAKING NEWS

ଦୁନିଆ ଭ୍ରମଣ କରିବା ପାଇଁ ଛାଡ଼ିଲେ ଚାକିରି, ବିକିଲେ ଘର, ଏବେ କରୁଛନ୍ତି ଲାଇଫକୁ ଏନଜଏ

ଆରିଜୋନା: ପ୍ରତ୍ୟେକ ବ୍ୟକ୍ତି ଭଲ ଚାକିରି ଏବଂ ଭଲ ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିଥାନ୍ତି । ଯାହାଦ୍ୱାରା ଆରାମଦାୟକ ଜୀବନ ବିତାଇ ପାରିବେ । କିନ୍ତୁ ଆରିଜୋନାରେ ରହୁଥିବା ଏକ ଦମ୍ପତ୍ତିିଙ୍କର ଏକ ଭିନ୍ନ ସ୍ୱପ୍ନ ଥିଲା, ଯାହା ପୂରଣ କରିବା ପାଇଁ ସେମାନେ ଏକ ଭଲ ବେତନ ପ୍ରାପ୍ତ ଚାକିରି…

ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦିତ

ପୁରୀ: ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦନ ଲାଭ କରିଛି। ୨୦୨୨-୨୩ ବର୍ଷ ପାଇଁ ୧୩୦୦ କୋଟି ଏବଂ ୨୦୨୩-୨୪ ବର୍ଷ ପାଇଁ ୧୫୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କରୋନା ମହାମାରୀ ଥିବାରୁ ସେହି ଚାରିବର୍ଷର ବଜେଟ ମଧ୍ୟ ଆଜି ଅନୁମୋଦନ ଲାଭ…

ପୁଣି ଚର୍ଚ୍ଚାରେ ଏଲନ ମସ୍କ : ଏଥର ଗୁପ୍ତ ସନ୍ତାନ ଟେକ୍ନୋ ମେକାନିକ୍ସଙ୍କୁ ନେଇ

ନୁଆଦିଲ୍ଲୀ: ଏଲନ ମସ୍କଙ୍କୁ କିଏ ନ ଜାଣେ ? ବିଭିନ୍ନ ପ୍ରସଙ୍ଗକୁ ନେଇ ଏଲନ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ । ଏଲନଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ସେପ୍ଟେମ୍ବର ୨୨ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ…

କାଲିଫର୍ଣ୍ଣିଆରେ ସାଙ୍ଗ ସହ ମନ ଖୁସିରେ ନାଚିଲେ ମାଧୁରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁରରେ କାଲିଫର୍ଣ୍ଣିଆ ଯାଇଛନ୍ତି । ସେଠାରେ ସେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ । ତାଙ୍କ ସହ ସ୍ୱାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ । ସେଠାରେ ସେ ତାଙ୍କ ସାଙ୍ଗଙ୍କ ସହ ମନଖୁସିରେ ଧୁମ୍…

ରୁଷି ସୁନକଙ୍କୁ ଭାରତରେ ମିଳିଲାନି ଜ୍ୱାଇଁର ମର୍ଯ୍ୟଦା: ଅଭିଯୋଗ ଆଣିଲା ବ୍ରିଟିଶ ମିଡିଆ

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ଜ୍ୱାଇଁର ମର୍ଯ୍ୟଦା ମିଳିଲାନି । ଏମିତି ଅଭିଯୋଗ ଆଣିଛି ବ୍ରିଟେନ ମିଡିଆ । ଦ ଗାର୍ଜିୟାନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାର ହେଡିଂରେ ଲେଖା ଯାଇଛି ରୁଷି କିଏ ? ଏହି ଆଲେଖ୍ୟକୁ ପଢିଲେ ବ୍ରିଟେନବାସୀଙ୍କ…

ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋରାପୁଟ: ଜୟପୁର ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳା ଓ ସଂସ୍କୃତି ସଂଘ ଜୟପୁର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏବିଡିଓ ମନୋଜ…

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିଧାୟକ; ଫୁଲମାଳ ବଦଳରେ ଗୁଡ଼ାଇଲେ ସାପ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିଧାୟକ । ଫୁଲମାଳ ପିନ୍ଧିବାକୁ ରୋକ୍‌ଠୋକ୍ ମନା କଲେ । ଫୁଲମାଳ ବଦଳରେ ବେକରେ ଗୁଡ଼ାଇଲେ ସାପ । ନିକଟରେ ମଧ୍ୟପ୍ରଦେଶର ଜଣେ ବିଧାୟକ ଏପରି ନିଆରା ଢଙ୍ଗରେ ଜନ୍ମଦିନ ପାଳି ଚର୍ଚ୍ଚାକୁ ଆସିଛନ୍ତି । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍…

ୱେଲକମ ଟୁ ଜଙ୍ଗଲର ବନ୍ଦ ହୋଇପାରେ ଶୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର…

ଚୋବାଇ ଚୋବାଇ ସ୍ପାଇଡ଼ର ଖାଉଛନ୍ତି ଯୁବତୀ , ଲୋକେ ଦେଖି ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଦେଶରେ ଲୋକେ ଝିଟିପିଟି, ଅସରପା, ସାପ, କୁକୁର ଆଦି ଖାଉଥିବାର ଆପଣ ଜାଣିଥିବେ । ଏହାକୁ ସେମାନେ ରାନ୍ଧି ଖାଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏକି ସ୍ପାଇଡ଼ରକୁ କଞ୍ଚା ଚୋବାଇ ଚୋବାଇ ଖାଉଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ…

ରାଜସ୍ଥାନ ରାଜନୀତି ସରଗରମ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜ୍ୟୋତି ମିର୍ଦ୍ଧା

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ…