Latest Odisha News

BREAKING NEWS

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିଧାୟକ; ଫୁଲମାଳ ବଦଳରେ ଗୁଡ଼ାଇଲେ ସାପ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିଧାୟକ । ଫୁଲମାଳ ପିନ୍ଧିବାକୁ ରୋକ୍‌ଠୋକ୍ ମନା କଲେ । ଫୁଲମାଳ ବଦଳରେ ବେକରେ ଗୁଡ଼ାଇଲେ ସାପ । ନିକଟରେ ମଧ୍ୟପ୍ରଦେଶର ଜଣେ ବିଧାୟକ ଏପରି ନିଆରା ଢଙ୍ଗରେ ଜନ୍ମଦିନ ପାଳି ଚର୍ଚ୍ଚାକୁ ଆସିଛନ୍ତି । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍…

ୱେଲକମ ଟୁ ଜଙ୍ଗଲର ବନ୍ଦ ହୋଇପାରେ ଶୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର…

ଚୋବାଇ ଚୋବାଇ ସ୍ପାଇଡ଼ର ଖାଉଛନ୍ତି ଯୁବତୀ , ଲୋକେ ଦେଖି ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଦେଶରେ ଲୋକେ ଝିଟିପିଟି, ଅସରପା, ସାପ, କୁକୁର ଆଦି ଖାଉଥିବାର ଆପଣ ଜାଣିଥିବେ । ଏହାକୁ ସେମାନେ ରାନ୍ଧି ଖାଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏକି ସ୍ପାଇଡ଼ରକୁ କଞ୍ଚା ଚୋବାଇ ଚୋବାଇ ଖାଉଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ…

ରାଜସ୍ଥାନ ରାଜନୀତି ସରଗରମ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜ୍ୟୋତି ମିର୍ଦ୍ଧା

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ…

ବଙ୍ଗଳା କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ; ବାବୁଲ ସୁପ୍ରିଓଙ୍କ ସମେତ ୬ ମନ୍ତ୍ରୀଙ୍କ ବଦଳିଲା ବିଭାଗ

କୋଲକତା: ପଶ୍ଚିମବଙ୍ଗ କ୍ୟାବିନେଟରେ ଅଦଳବଦଳ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି। ବାବୁଲ ସୁପ୍ରିଓଙ୍କଠାରୁ ପର୍ଯ୍ୟଟନ ବିଭାଗ ନିଆଯାଇ ଶକ୍ତି ବିଭାଗରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜ୍ୟୋତିପ୍ରିୟା ମଲ୍ଲିକ ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିଲେ।…

କନସର୍ଟରେ ଅସମ୍ଭାଳ ଭିଡ : ଶୋ ଦେଖି ପାରି ନ ଥିବା ଦର୍ଶକଙ୍କ ଟିକେଟ ଫି ଫେରାଇବେ ଏଆର ରେହମାନ

ମୁମ୍ବାଇ: ଚେନ୍ନାଇରେ ମରାକକୁମା ନେନଜାମ ନାମରେ ଏକ ମ୍ୟୁଜିକ କନସର୍ଟ ରବିବାର ରାତିରେ ଆୟୋଜିତ ହୋଇଥିଲା । ଏହି କନସର୍ଟରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଏଆର ରେହମାନ ଯୋଗ ଦେଇଥିଲେ । ଏଆର ରେହମାନ ଆସିବା ଶୁଣି ଲୋକଙ୍କ ଉତ୍ସାହ ବଢିବାକୁ ଲାଗିଥିଲା । ଏହି କାର୍ଯ୍ୟକ୍ରମରେ ୪୫ ହଜାର ଦର୍ଶକ…

ଜଣେ ଯୁବତୀଙ୍କ ଶରୀର ଭିତରେ ବାସ କରୁଛନ୍ତି ୯୩ ଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ଗୋଟିଏ ଶରୀର ହେଲେ ଅନେକ ବ୍ୟକ୍ତିତ୍ୱ । ଜଣେ ମଣିଷ କିନ୍ତୁ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ଜୀବନ କାଟୁଛନ୍ତି  । ଆପଣଙ୍କୁ ଏସବୁ ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସମ୍ଭବ ହୋଇଛି । ଅବଶ୍ୟ ଏସବୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । କାରଣ ଏଭଳି ଅଭାବନୀୟ ଓ ଆଶ୍ଚର୍ଯ୍ୟକର…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ତୀବ୍ରତା ୬.୦

ଜାକର୍ତ୍ତା:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ  । ଆଜି ଇଣ୍ଡୋନେସିଆର ଟରନେଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ଜଣାଯାଇଛି । ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ବିବରଣୀ ଜଣା ପଡିନାହିଁ  । ତେବେ ଏହି ଖବର ଜଣାପଡିବା ପରେ ପ୍ରଶସନ ପକ୍ଷରୁ…

ଥାନାରୁ ଅଭିଯୁକ୍ତ ଖସି ପଳାଇବା ମାମଲା, ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ

କଟକ: ବୋମାମାଡ଼ ଘଟଣାରେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ପଳାଇବାର ଦୁଇ ଦିନ ପରେ ସୋମବାର ଏହି ଘଟଣାରେ ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଏଏସ୍ଆଇ ରଞ୍ଜନ ସାହୁ ଓ କନେଷ୍ଟବଳ କ୍ଷୀରୋଦ ବେହେରାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ…

ଭାରତ-ପାକିସ୍ତାନ ମ୍ୟାଚରେ ‘ବର୍ଷା’ ପରେ ବିରାଟ-ରାହୁଲଙ୍କ ରନ୍ ‘ବର୍ଷା’

ଭୁବନେଶ୍ୱର: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ର ସୁପର-୪ରେ ଗତକାଲି ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ତେବେ ଆଜି ପୁଣି କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ମ୍ୟାଚ୍ ଆରମ୍ଭ କରାଯାଇଥିଲା । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା ।…