କିଟ୍ର ଜୟନ୍ତୀ ରୋହନ ଜିତିଲେ ଟାଟା କ୍ରୁସିବଲ୍ କୁଇଜ୍
ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ଭୁବନେଶ୍ୱରର ଜୟନ୍ତୀ ରୋହନ ଭାରତର ସମ୍ମାନଜନକ ଟାଟା କ୍ରୁସିବଲ୍ କ୍ୟାମ୍ପସ୍ କୁଇଜ୍ ୨୦୨୩ର କ୍ଲଷ୍ଟର ୨୧ ଫାଇନାଲ୍ ବିଜେତା ହୋଇଛନ୍ତି । ଝାଡ଼ଖଣ୍ଡ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା କ୍ଲଷ୍ଟର ୨୧…