Latest Odisha News

BREAKING NEWS

ମଧ୍ୟାହ୍ନ ୧୨.୩୦ ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ : ସତର୍କ କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶୁକ୍ରବାର ୧୨ଟା ୩୦ ସୁଦ୍ଧା ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରିଛି ଆଇଏମଡି । ପାଣିପାଗ ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି,…

ଅକ୍ଟୋବର ୧ରୁ ଭିଏଲଟି ବାଧ୍ୟତାମୂଳକ: ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ

ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ  । ପରିବହନ ଗାଡିରେ ଲାଗି ଭିଏଲଟି  ଓ ପାନିକ୍ ବଟନ୍  । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ ଡିଭାଇସ୍ ଓ…

ସୋରିଷ ତେଲରେ ମିଶାନ୍ତୁ ମାତ୍ର ଗୋଟିଏ ଜିନିଷ : ୨ ଦିନରେ କେଶ ଝଡିବାରୁ ମୁକ୍ତି ପାଆନ୍ତୁ

ଦିଲ୍ଲୀ: ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ…

ଆଜିଠୁ ରାଜ୍ୟରେ ବିଦ୍ୟାଳୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର…

ଅନାଥାଶ୍ରମରୁ କୋଳେଇ ଆଣିଥିଲେ, ପୁଅ ନେଇଗଲା ବାପା-ମା’ଙ୍କ ଜୀବନ

ନ୍ୟୁୟର୍କ: ଅନାଥାଶ୍ରମରୁ ଆଣି ବାପା-ମା’ର ମମତା ଦେଇଥିଲେ । ଗେଲ ଆଦରରେ ବଢାଇଥିଲେ । ତା ଆଖିରେ ନିଜ ସ୍ୱପ୍ନକୁ ପୂରଣ କରୁଥିଲେ ଏଇ ଆମେରିକୀୟ ଦମ୍ପତ୍ତି । ହେଲେ ଏ ବାତ୍ସଲ୍ୟ ସ୍ନେହ ଆଉ ସମ୍ପର୍କ  ୭ ବର୍ଷ ବି ଗଲାନି । ଶେଷରେ ପୁଅ ସାଜିଲା ବାପା-ମା’ଙ୍କ ହତ୍ୟାକାରୀ । ଆମେରିକୀୟ…

ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ : ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ଭୁବନେଶ୍ବର: ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ । ଆଜିଠାରୁ ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଯିବେ ସାମୁହିକ ଛୁଟିରେ। କାର୍ଯ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । କେନ୍ଦ୍ରୀୟ…

ହଠାତ୍ ଆକାଉଣ୍ଟକୁ ଆସିଲା ଲକ୍ଷ ଲକ୍ଷ ଟଙ୍କା : ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି

କେନ୍ଦ୍ରାପଡା :ଅଚାନକ ଭାବେ ଲୋକଙ୍କ  ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଆଉ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ୨ ହଜାର ଠୁ ଆରମ୍ଭ କରି ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା ହୋଇଯାଉଛି  । ଏଭଳି ଘଟଣା ଦେଖିବାକୁ ମିଳିଛି   କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ…

ଲଗାଣ ବର୍ଷାରେ ଫୁଲୁଛି ଜଳକା: ବିପଦ ସଂକେତ ଉପରେ ଜଳସ୍ତର, ଭୟଭୀତ ନଦୀକୂଳିଆ ଲୋକ

ଜଳେଶ୍ୱର : ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୪୨ ମିଟରରେ ପ୍ରବାହିତ ହେଉଛି । ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର…

କବିତା : ମର୍ତ୍ତ୍ୟ

ରାମକୃଷ୍ଣ  କେଉଁଠି ସେ ପକ୍ଷୀର ବସା ମରୁନଦୀର ଶୁଖିଲା ମୁହାଣରେ ନା ଆଗ୍ନେୟଗିରି ଗର୍ଭର ବିପୁଳ ଶୂନ୍ୟସ୍ଥାନରେ ଧୂ ଧୂ ଖରା ଓ ଝଡ଼ ବର୍ଷାର ରାତିରେ ଭୟର ଅରଣ୍ୟ ପାରି ହେବା ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା ନିଜକୁ ଚିହ୍ନିବାର କେବଳ ଗୋଟେ ଗୋଟେ ସଙ୍କେତ ଠିକ୍ ବେଳରେ…