ପଦାରେ ପଡିଲା ଘର କଳି: ପୁଅକୁ ମନେଇ ପାରିବେ ତ ସୁର ରାଉତରାୟ ?
ଭୁବନେଶ୍ୱର: ଘର କଳି ପଦାରେ ପଡିଲା କି ? ରାଜନୀତି ପାଇଁ ବାପା-ପୁ୍ଅ ସମ୍ପର୍କ ବିଗିଡି ଯିବ କି ? କାଲି ପୁଅ ଦେଇଥିଲେ ଗୋଟିଏ ବୟନ ଆଜି ବାପା କରୁଛନ୍ତି ଖଣ୍ଡନ । ଆମେ କହୁଛୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତା୍ଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା ।
ଗତକାଲି ସୁର ରାଉତରାୟଙ୍କ ପୁଅ…