Latest Odisha News

BREAKING NEWS

ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ଥିଲେ ଅରୁଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଇଛି। ଅରୁଣ ସିହ୍ନା ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେପ୍ଟେମ୍ବର ୪ରେ ହଠାତ୍ ଯକୃତ ଜନିତ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ସଂସଦର ବିଶେଷ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ; ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରଖିଲେ…

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହି ଚିଠି ଶ୍ରୀମତୀ ଗାନ୍ଧୀ ୯ଟି ପ୍ରସଙ୍ଗ ଉପରେ ସଂସଦର ବିଶେଷ ଅଧିବେଶନରେ ଆଲୋଚନା କରିବା ପାଇଁ ଦାବି…

ଜାତୀୟ ଓପନ ଟାଏକୋଣ୍ଡୋ: ଓଡିଶା ରନର୍ସଅପ ଓ ଶୃଙ୍ଖଳିତ ଟିମ

ପୁରୀ: ରାଂଚୀର ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡିୟମରେ ୧୪ତମ ଜାତୀୟ ଓପନ ଟାଏକୋଣ୍ଡୋ ଓ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଅନୁଷ୍ଠିତ ହୋଇଯାଇଛି । ଝାଡଖଣ୍ଡ ଚାମ୍ପିୟନ ହୋଇଥିବା ବେଳେ ଓଡିଶା ଓଭରାଲ ରନର୍ସଅପ ହୋଇଛି । କିରୋଗୀ ଓ ପୁମସୀ ଇଭେଂଟ ପ୍ରତିଯୋଗିତାରେ ଓଡିଶା ୩୦ ପଦକ ହାସଲ…

କଟକରେ ଫାୟାରିଂ: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା

କଟକ : କଟକ କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଅଘଟଣ  । ଡକାୟତି ପାଇଁ ଗୁଳିମାଡ ହୋଇଛି  । ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ୨୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି  । ବ୍ୟବସାୟୀ ଜଣକ ବିକାଶ ପାତ୍ର…

ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଠକେଇ, ଇଓଡବ୍ଲୁ ହାତରେ ଆଉ ଏକ ଅଭିଯୁକ୍ତ

ଭୁବନେଶ୍ଵର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ସମବାୟ ବ୍ୟାଙ୍କରୁ ଋଣ ଠକେଇ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ । ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଅଭିଯୋଗରେ ଏମଡି. ସରଫରାଜ ଜେଭେଦକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଏହା ପୂର୍ବରୁ ଅନ୍ୟ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ : ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି

ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍‌ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ…

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ତାମିଲନାଡୁ ସଲିମରେ ଛାତିଥରା ଦୁର୍ଘଟଣା, ୬ ମୃତ: ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ସଲିମରେ ଛାତିଥରା ଦୁର୍ଘଟଣା  । ନିମିଷକରେ ଚାଲିଗଲା ୬ଜଣଙ୍କ ଜୀବନ  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସୂଚନା ଅନୁସାରେ ତାମିଲନାଡୁର ସେଲମ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି  । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ- କାର…

୩୦ ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି: ଷ୍ଟଡି

ଏଡିନବର୍ଗ: ଦିନକୁ ଦିନ ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏକ ଷ୍ଟଡିରେ ଖୁଲାସା କରାଯାଇଛି ଯେ, ୩୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୯୯୦ରେ ୧୮.୨ ଲକ୍ଷ କ୍ୟାନ୍ସର ରୋଗୀ ଥିଲେ । ୨୦୧୯ ବେଳକୁୂ ଏହାର ସଂଖ୍ୟା…

ପୁରୀ କେନାଲରେ ବୁଡ଼ି ଛାତ୍ର ନିଖୋଜ; ମିଳୁନି ପତ୍ତା

ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ କେନାଲକୁ ଗାଧୋଇବାକୁ ଆସିଥିଲେ…