ଇଣ୍ଡିଆ ନାଁ ପରିବର୍ତ୍ତନ ଚର୍ଚ୍ଚା: ନିଆଁରେ ଘିଅ ଢାଳିଲେ ସେହୱାଗ, ୱାର୍ଲଡକପ ପାଇଁ ରଖିଲେ ବଡ ଦାବି
ନୂଆଦିଲ୍ଲୀ: ଦେଶର ନାଁ ବଦଳିବ । ରହିବନି ଇଣ୍ଡିଆ ନାଁ । ଦେଶର ନାଁ ରହିବ ଗୋଟିଏ ଆଉ ତାହା ହେବ ଭାରତ । ଏମିତି ଅଟକଳକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ନିଆଁରେ ଘିଅ ଢାଳିଛନ୍ତି କ୍ରିକେଟର ବୀରେନ୍ଦ୍ର ସେହୱାଗ । ଇତିମଧ୍ୟରେ ଏହି ନାମକୁ ନେଇ ବଡ ଦାବି ଥୋଇଛନ୍ତି ସେହୱାଗ ।…