Latest Odisha News

BREAKING NEWS

ଜ୍ୟାକଲିନଙ୍କ ମନ ରଖିବା ପାଇଁ ପଶୁ ଡାକ୍ତରଖାନା ଖୋଲିବେ ସୁକେଶ କୁମାର

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ଜେଲରେ ଠକ ସୁକେଶ ଚନ୍ଦ୍ରଶେଖର ଦଣ୍ଡ ଭୋଗୁଛି । ଇତି ମଧ୍ୟରେ ସୁକେଶ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମନ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଜ୍ୟାକଲିନ ପଶୁପ୍ରେମୀ ହୋଇଥିବାରୁ ସେ ତାଙ୍କ ପାଇଁ ଏକ ପଶୁ ଡାକ୍ତରଖାନା…

ଜାତୀୟ ପୋଷଣ ସପ୍ତାହ, ଥାଳିରେ ରଖନ୍ତୁ ପୋଷଣଯୁକ୍ତ ଖାଦ୍ୟ

ଭୁବନେଶ୍ଵର: ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ’ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ…

ରାହୁଲଙ୍କୁ ରାଜନାଥଙ୍କ ଟାର୍ଗେଟ: ଚନ୍ଦ୍ରଯାନ ସଫଳ ଲାଣ୍ଡିଂ କଲା ହେଲେ ରାହୁଲଯାନ କରିପାରିବନି

ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନ ଗସ୍ତରେ ଯାଇ ଜୈସଲମେରରେ ଗର୍ଜିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…

ବିବାହ ପାଇଁ ମହାଦେବଙ୍କୁ ମାଗିଥିଲେ ବର, ମନବାଞ୍ଛା ପୁରଣ ନହେବାରୁ ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲେ ଯୁବକ

ଲକ୍ଷ୍ନୌ: କୁହନ୍ତି ମହାଦେବଙ୍କୁ ଯେଭଳି ଡାକିଲେ ସେ ଶୁଣନ୍ତି । ସେଥିପାଇଁ ତ କୁହନ୍ତି ତପେ ବର ନହେଲେ କୋପେ ବର । ଯେବେ ତପସ୍ୟା କରି ବର ନମିଳେ ସେତେବେଳେ କିଛି ଜଣ ଭଗବାନଙ୍କ ଉପରେ ଆସ୍ଥା ହରାଇ ବସନ୍ତି ତ ଆଉ କିଛି ବଳ ପୂର୍ବକ ନିଜର ଇଚ୍ଛା ପୂରଣ କରନ୍ତି । କିନ୍ତୁ ଉତ୍ତରପ୍ରଦେଶରେ…

ଗର୍ଜିଲା ଗଜ; ଚଳନ୍ତା ବସ୍ ଉପରେ କଲା ଆକ୍ରମଣ

ରାୟଗଡ଼ା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ। ଏକ ଚଳନ୍ତା ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ।‌ ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର…

ଚନ୍ଦ୍ରକୁ ଯିବ ମହିନ୍ଦ୍ରା ଥାର୍: ଆନନ୍ଦ ମହିନ୍ଦ୍ରା କହିଲେ ଏମିତି

ନୁଆଦିଲ୍ଲୀ: ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିନ୍ଦ୍ରା ଥାର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ…

୧୦୮ ପ୍ରସଙ୍ଗକୁ ନେଇ ବିଜେପି ତିଆରି କଲା ଚାର୍ଜସିଟ: ବର୍ଷିଲେ ବିଜେଡି ବିଧାୟକ ଦେବୀ, ରୋହିତ

ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର  ରାଜ୍ୟରେ ଆଉ ରହିବନି ଲିଜ ସରକାର । ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଗିରଫ ହେବେ, ଜେଲରେ ରହିବେ ।…

ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଫିବର, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୌହାଟୀ: ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ବଡ଼ ପଦକ୍ଷେପ। ରାଜ୍ୟରେ ଘୁଷୁରିଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ଘୁଷୁରି ଜ୍ୱର ବିସ୍ତାରକୁ ରୋକିବା ପାଇଁ ୧୦୦୦ରୁ ଅଧିକ…

ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି ।…

ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ନିରନ୍ତର ଭାବରେ କଳାର ପ୍ରଚାର ପ୍ରସାର ସହ କଳାକାର ସୃଷ୍ଟିକରି ଚାଲିଥିବା ସର୍ବ ପୁରାତନ ଅନୁଷ୍ଠାନ ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ…