Latest Odisha News

BREAKING NEWS

ହଷ୍ଟେଲ ନିର୍ମାଣରେ ସରକାରୀ ଅର୍ଥ ଆତ୍ମସାତ ମାମଲା, ହିନ୍ଦୁସ୍ତାନ ଷ୍ଟିଲ୍ କନଷ୍ଟ୍ରକସନରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ଵର: ହିନ୍ଦୁସ୍ତାନ ଷ୍ଟିଲ୍ କନଷ୍ଟ୍ରକସନ ୱାର୍କସ୍ ଲିମିଟେଡର ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ବାସଭବନରେ ଭିଜିଲାନ୍ସ ରେଡ୍ । ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ଏନ୍୧/୧୫୭ରେ ଚଢାଉ…

ପାକିସ୍ତାନରେ ପେଟ୍ରୋଲ ଦରକୁ ନେଇ ହାହାକାର: ମୂଲ୍ୟ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱ

ନୁଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ବୁର୍ବରୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଥିବା ବେଳେ ଏବେ ପେଟ୍ରୋଲ୍ ଦରକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ପାକିସ୍ତାନରେ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର…

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ, କମାଲ ଦେଖାଉଛି ବିକ୍ରମ: ୪୦ ସେମି ଡେଇଁ ପୁଣି କଲା ସଫ୍ଟ ଲାଣ୍ଡିଂ

ବାଙ୍ଗାଲୋର:ଚନ୍ଦ୍ରଯାନ-୩ ତାର ଟାର୍ଗେଟଠାରୁ  ଅଧି କାମ କରୁଛି । ଗୋଟିଏ ପଟେ ପ୍ରଜ୍ଞାନ ରୋବର ଶୋଇ ପଡିଥିବାବେଳେ ଚନ୍ଦ୍ରରେ କମାଲ ଦେଖାଉଛି ବିକ୍ରମ ଲାଣ୍ଡର । ଏହାକୁ ନେଇ ଯଦିଓ ଇସ୍ରୋ ବୈଜ୍ଞାନିକ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ ତେବେ ସେମାନଙ୍କର ପରୀକ୍ଷା ସଫଳ ହୋଇଛି…

ବାପା ହେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ରବିବାର ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସୋମବାର ଏହାର କାରଣ ଜଣାପଡିଛି । ବୁମରାହ ବାପା ଓ ପତ୍ନୀ ସଞ୍ଜନା ଗଣେଶନ ମାଆ ହେବାର ସୌଭାଗ୍ୟ ହୋଇଛନ୍ତି । ବୁମରାହ ଏହି ଖୁସି ଖବର…

ଅକ୍ଟୋବରରୁ ଆରମ୍ଭ ହେବ ବ୍ୟାଘ୍ର ଗଣନା, ଦେଢ ମାସ ଧରି ଚାଲିବ ଗଣନା

ଭୁବନେଶ୍ଵର: ଆସନ୍ତା ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବ୍ୟାଘ୍ର ଗଣନା । ଏନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଘ ସନ୍ଧାନ ମିଳିଥିବା ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଦ୍ୱାରା ବ୍ୟାଘ୍ର ଗଣନା କରାଯିବ। ଏହାର ରିପୋର୍ଟ ଆସନ୍ତା ଜାନୁୟାରୀ ମାସ ଶେଷ ସୁଦ୍ଧା…

ହକି ଛାଡି ହାତ ଧରିଲେ ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି ତାରକା । ପ୍ରବୋଧ କଂଗ୍ରେସରେ ମିଶିବା ନେଇ ପୂର୍ବରୁ ଆଲୋଚନା…

କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣା: ୪ ଟେକ୍ନିସିଆନ ନିଲମ୍ବିତ

କଟକ: କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା  ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ  । ଏହି ୪ ଜଣ ବ୍ୟକ୍ତି ରାଇକଲ ଥୋମାସ, ରଞ୍ଜନ ଦାସ,…

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା ଥିଲା ଶେଷ ଘୋଷଣା

ନୂଆଦିଲ୍ଲୀ: ଚାଲିଗଲେ ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ । ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ବୈଜ୍ଞାନିକ ବାଲାରମାତି । ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ କାଉଣ୍ଟଡାଉନ ଘୋଷଣା ଥିଲା ତାଙ୍କର ଶେଷ ଘୋଷଣା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି…

ବିଦେଶରେ ମୋଦି କ୍ରେଜ..ବ୍ରିଟିଶ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା

ନୁଆଦିଲ୍ଲୀ: ବିଦେଶରେ ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ସାଉଁଟୁଛନ୍ତି ଲୋକପ୍ରିୟତା ।  ବ୍ରିଟେନ ଖବରକାଗଜ ‘ଦ ଟେଲିଗ୍ରାଫ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପକୁ ଖୁବ ପ୍ରଶଂସା କରାଯାଇଛି । ବ୍ରିଟିଶ ଲେଖକ ବେନ ରାଇଟଙ୍କ ଦ୍ୱାରା ଲିଖିତ ଏକ…

ଥମୁନି ଜନନୀ ଯନ୍ତ୍ରଣା: ଆମ୍ବୁଲାନ୍ସ ନ ଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ନୀଳଗିରି : ଥମୁନି ଜନନୀ ଯନ୍ତ୍ରଣା  । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ  । ନୀଳଗିରି ବ୍ଲକ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ପତ୍ନୀ ଦଶ ମାସର ଗର୍ଭବତୀ ଥିଲେ  । ଗତକାଲି…