Latest Odisha News

BREAKING NEWS

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି, ଦୁଇ ଜଣଙ୍କୁ ଓଡ଼ିଶାରୁ ଗରିଫ କଲା ସୁରଟ ପୋଲିସ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଗୁଜରାଟ ସୁରଟରେ ଥିବା ପିପିଲୋଡ଼ଠାରେ ଏକ ନିର୍ମାଣାଧୀନ ଜୈନ ମନ୍ଦିରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ସୁରଟ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ଚନ୍ଦନ ମଲ୍ଲିକ ଅନ୍ୟ ଜଣେ ନାବାଳକ। ଏକ…

ସ୍ବାମୀର ମୃତ୍ୟୁ ସହିନପାରି ବିଦ୍ୟୁତ ତାର ଧରି ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା: ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର କିଛି ସମୟ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଣିଟାଙ୍ଗି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଘରେ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ…

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ, ଆଗାମୀ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ୨୦୨୪ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡମ୍ୟାପ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର…

ଆଗୁଆ ନିର୍ବାଚନ କରିବା ଯୋଜନାରେ ନାହାଁନ୍ତି ସରକାର: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆଗୁଆ ସାଧାରଣ ନିର୍ବାଚନ ଯୋଜନାରେ ନାହାଁନ୍ତି। ଆଗୁଆ ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖାରଜ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଯାଏ ଭାରତର ନାଗରିକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।…

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ସମ୍ପର୍କ ସାଧାରଣ ଭାଇ-ଭଉଣୀଙ୍କ ସମ୍ପର୍କ ଭଳି ନୁହେଁ: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ପ୍ରକାଶିତ ଏକ ଭିଡିଓକୁ ନେଇ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛି ବିଜେପି। ବିଜେପି କହିଛି ଯେ ସେମାନଙ୍କ ରାହୁଲ…

ବୁମରାହ ଏସିଆ କପ ଅଧାରୁ ମୁମ୍ବାଇ ଫେରିଲେ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଏସିଆ କପ କ୍ରିକେଟ ଅଧାରୁ ମୁମ୍ବାଇ ଫେରିଛନ୍ତି । ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ମୁମ୍ବାଇ ଯାଇଥିବା କୁହାଯାଇଛି । ବୁମରାହ ସୁପର୪ ବେଳକୁ ପୁନର୍ବାର ଟିମ ସହିତ ଯୋଗ ଦେବେ । ସୁପର୪ର ପ୍ରଥମ…

ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ ୯୦%ରୁ ଅଧିକ କାମ ଶେଷ ହୋଇଛି। ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ ୫୦୦ରୁ ଅଧିକ ବସ୍ ରହିବା ସହ…

ମାଆଙ୍କୁ ଭାର କରି ୧୬୦ କିଲୋମିଟର ତୀର୍ଥ ଯାତ୍ରାରେ ନେଲେ ଦୁଇ ପୁଅ

ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ,…

ପ୍ରେମିକାଙ୍କ ପାଇଁ ଶାହାରୁଖଙ୍କୁ ମାଗଣା ‘ଯବାନ’ର ଟିକେଟ ମାଗିଲେ ପ୍ରଶଂସକ

ମୁମ୍ବାଇ: ଫିଲ୍ମ ‘ଯବାନ’କୁ ନେଇ ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅଗଷ୍ଟ ୩୧ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଆସନ୍ତା ୭ ତାରିଖରେ ରିଲିଜ ହେବ । ଏହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…