Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିସାରିଛି। ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ…

‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା

ମୁମ୍ବାଇ: ‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା ହାଇଦର । ଏହି ଅଫରକୁ ସେ ପ୍ରତ୍ୟାଖାନ କରିଛନ୍ତି ବୋଲି ଏକ ଭିଡ଼ିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଜରିଆରେ ସୀମା…

ବର୍ଷା ଯୋଗୁ ଏସିଆ କପ ସୁପର ୪ ମ୍ୟାଚର ଭେନ୍ୟୁ ବଦଳିବା ସମ୍ଭାବନା ସୃଷ୍ଟି !

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ବର୍ଷା ଯାଗୁ ବାତିଲ ହେବା ପରେ ଆୟୋଜକ କମିଟି ଚିନ୍ତାରେ ପଡିଛି । ଆଗକୁ ଏଠାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରୁହେ ତେବେ ସୁପର ୪ ମ୍ୟାଚ ଭେନ୍ୟୁରେ ପରିବର୍ତନ କରାଯିବା ନେଇ ଆଲୋଚନା ଚାଲିଛି…

ବିଚିତ୍ର ବୁଡ଼ିଆଣୀ: ମୟୂର ପରି ପୁଚ୍ଛ ମେଲାଇ ନାଚୁଛି

ଯେତେବେଳେ ବର୍ଷା ଆସେ ମୟୂରମାନେ ସେମାନଙ୍କ ଡେଣା ଖୋଲି ନାଚିବା ଆରମ୍ଭ କରନ୍ତି । କିନ୍ତୁ ଆପଣ କେବେ ବୁଡ଼ିଆଣୀ ପୁଛ ମେଲାଇ ନାଚୁଥିବାର ଦେଖିଛନ୍ତି । ଏବେ ସେମିତି ଏକ ବୁଡ଼ିଆଣୀର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗୋଟେ ବୁଡ଼ିଆଣୀ ଠିକ୍ ମୟୂର ସଦୃଶ ପୁଚ୍ଛ ମେଲାଇ ନାଚୁଛି । ଲୋକ…

ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ ଇଟାଲିର ନା !

ନୂଆଦିଲ୍ଲୀ: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସାମିଲ ହୋଇଥିବା ଏକମାତ୍ର ଜି-୭ ଦେଶ ଇଟାଲି ଚୁକ୍ତିରୁ ଓହରି ଯିବା ନେଇ ବିଚାର କରୁଛି। ଚୀନକୁ ଇଟାଲୀର ରପ୍ତାନୀ ଆଶାନୁରୂପ ହୋଇ ନ ଥିବାରୁ ଏବଂ ଦେଶର ନୂଆ ସରକାର ଚୀନର ଆର୍ଥିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଧିକ ସତର୍କ ଥିବାରୁ…

ଷ୍ଟାଲିନଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ ମଶା ଭଳି, ବିଜେପି କହିଲା ହିନ୍ଦୁ ଧର୍ମର ଉଚ୍ଛେଦ ଇଣ୍ଡିଆ ମେଣ୍ଟର…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଡିଏଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧରେ ମନ୍ତବ୍ୟକୁ ନେଇ ରବିବାର ବିଜେପି ଡିଏମକେ ନେତା ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି। ହିନ୍ଦୁ ଧର୍ମର ସମ୍ପୂର୍ଣ ଉଚ୍ଛେଦ ବିରୋଧୀ ମେଣ୍ଟର…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ: ଭିଡ଼ିଓ ଭାଇରାଲ

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି । ସେମାନେ ଖୁସିର ସହ ଫଟୋଗ୍ରାଫରଙ୍କୁ ବିଭିନ୍ନ ପୋଜ ଦେଇଥାନ୍ତି । ବେଳେ ବେଳେ ଆଉ କିଛି ସେଲିବ୍ରିଟି ଫଟୋ ପୋଜ ଦେବା ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ନିକଟରେ ମୁମ୍ବାଇରେ…

ଏସିଆ କପ କ୍ରିକେଟ : ଭାରତ-ନେପାଳ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ଏବେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବାନ ରହିଛି । ସୋମବାର ନେପାଳ ବିପକ୍ଷ ମୁକାବିଲାରେ ୯୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି । ଯଦି ଏହି ମ୍ୟାଚ ବାତିଲ…

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ନୁହେଁ ‘ୱାନ୍ ନେସନ୍ ୱାନ୍ ଏଜୁକେସନ୍’ ଆବଶ୍ୟକ:…

ନୂଆଦିଲ୍ଲୀ: ହରିୟାଣାରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଥିବା ନଜର ଆସିଛି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭୱାନୀରେ ପହଞ୍ଚିଛନ୍ତି। ଏହି…