Latest Odisha News

BREAKING NEWS

ରିଲିଜ୍ ହେଲା ଚନ୍ଦ୍ରମୁଖୀ-୨ର ଟ୍ରେଲର: ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରବିବାର ରିଲିଜ୍ ହୋଇଯାଇଛି ।…

ପାକିସ୍ତାନ ବିପକ୍ଷରେ ଶୀର୍ଷ ବ୍ୟାଟରଙ୍କ ଫ୍ଲପ୍ ସୋ’, ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ?

ଭୁବନେଶ୍ୱର: ଏସିଆ କପ୍ ୨୦୨୩ର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା କିନ୍ତୁ ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ୍ ସଂଗ୍ରହ କରିଥିଲା। ହେଲେ ଟିମ୍ ଇଣ୍ଡିଆର ଶୀର୍ଷ ବ୍ୟାଟିଂ ଅର୍ଡର ଖରାପ ପ୍ରଦର୍ଶନ କରିଛି। ରୋହିତ ଶର୍ମା…

ଆମେରିକାରେ ପଙ୍କ କାଦୁଅରେ ଫସି ରହିଛନ୍ତି ୭୦ ହଜାର ଲୋକ

ନ୍ୟୁୟର୍କ: ଆମେରିକାର ନେୱାଡ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବର୍ଣ୍ଣିଂ ମ୍ୟାନ ଫେଷ୍ଟିଭାଲ ପାଇଁ ୭୦ ହଜାର ଲୋକ ଏକତ୍ର ହୋଇଥିଲେ । ମାତ୍ର କ୍ରମାଗତ ଭାବେ ବର୍ଷା ହେବା ଯୋଗୁ ପୂରା ଅଂଚଳ କାଦୁଅ ଓ ପଙ୍କରେ ଭରି ଯାଇଛି । ଲୋକମାନେ ଚାଲିବାକୁ ସକ୍ଷମ ମଧ୍ୟ ହେଉ…

‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ! ଟୁକୁନି ସାହୁଙ୍କୁ ମୁହଁତୋଡ଼ ଜବାବ ଦେଲେ କୁସୁମ ଟେଟେ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବର୍ଷିବା ପରେ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ। ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟରେ ମୁହଁତୋଡ଼ ଜବାବ ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସେ କହିଛନ୍ତି,…

ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ,ନିଜକୁ ନିଜେ ଗୁଳି ଆତ୍ମହତ୍ୟା କଲେ ଯବାନ

ଶ୍ରୀନଗର: ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ । ନିଜକୁ ନିଜେ ଗୁଳି ଆତ୍ମହତ୍ୟା କଲେ ଯବାନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କାଶ୍ମିରର ରାମବାନ ଜିଲ୍ଲାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।  ସୂଚନା…

ପ୍ରିୟବ୍ରତ ମାଝୀଙ୍କୁ ବିଜେଡିର ନୂଆ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିକଟରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଜେଡି ସୁପ୍ରିମୋ ନବୀନ…

ଅନନ୍ୟ ବାର୍ଡ଼ ଟାୱାର: ୭ ମହଲା ବିଶିଷ୍ଟ ୭୦୦ ଫ୍ଲାଟରେ ରୁହନ୍ତି ୪ ହଜାର ପକ୍ଷୀ

ହରିୟାଣା: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ କୌଣସି ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳି ତିଆରି କରିବାକୁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ଗୁଜୁରାଟ ସୁରଟର ଜଣେ ବ୍ୟବସାୟୀ ପକ୍ଷୀମାନଙ୍କ ପାଇଁ ଲକ୍ଷ ଲକ୍ଷ…

NRI କୋଟାରେ ଆଡମିଶନ ଠକେଇ, ୨ ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ୱର: NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗୃପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଯୁବପିଢିଙ୍କୁ MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକଙ୍କୁ…

ହ୍ରଦ ସଫା କରୁଛି ‘ଏ-ଆଇ’ ବୋଟ୍, ଥରକେ କାଢୁଛି ୨ କୁଇଣ୍ଟାଲ୍ ମଇଳା

ଶିଲଙ୍ଗ: ପ୍ରତ୍ୟକ କ୍ଷେତ୍ରରେ ବିଜ୍ଞାନ ବର୍ତ୍ତମାନ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଅନେକ କିଛି କାର୍ଯ୍ୟ କରୁଛି । ବିଜ୍ଞାନ ବଳରେ ମଣିଷ ଅନେକ ଅସାଧ୍ୟକୁ ସାଧନ କରିପାରୁଛି । ଠିକ୍ ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ‘ଏ-ଆଇ’ ।  ଏବେ ହ୍ରଦ ସଫା କରିବ ‘ଏ-ଆଇ’ ବୋଟ୍ । ଏହା ଶୁଣି…

ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ତାଙ୍କ କର୍ମଭୂମିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଦିଗପହଣ୍ଡି ସ୍ଥିତ ମଶାଣୀରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେବାପୂର୍ବରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିତ ଶେଷ…