Latest Odisha News

BREAKING NEWS

ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ

ନୂଆଦିଲ୍ଲୀ: ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଉଦୟ । ତେବେ ଗତକାଲି ସେ ତାଙ୍କର ଉସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ…

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…

ଭୁବନେଶ୍ୱରରେ ଭାରତ-କାତାର ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ, ଏଏଫସି ଏସିଆନ କପର କ୍ୟାଲିଫାୟର୍ସ ଖେଳାଯିବ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଓ ଇଂଟରକଂଟିନେଟାଂଲ ମ୍ୟାଚ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହେବା ପରେ ଆଗକୁ ପ୍ରଶଂସକମାନେ ଆହୁରି ରୋମାଂଚକ ମୁକାବିଲା ଦେଖିବାକୁ ପାଇବେ । ଏଆଇଏଫଏଫ ଶନିବାର ଘୋଷଣା କରିଛି ଯେ, ଫୁଟବଲ ଆସୋସିଏଶନ ଅଫ ଓଡିଶା ବହୁ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ହୀରାକୁଦ ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ ଜମି ପଟ୍ଟା

ଭୁବନେଶ୍ୱର:  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ ତୁରନ୍ତ କରାଯିବ  ଏବଂ  ଲୋକଙ୍କୁ ପଟ୍ଟା ଦିଆଯିବ ବୋଲି  ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଜମିପଟ୍ଟା ଦେବେ  । ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ ହେବ…

ସାମ୍ନାକୁ ଆସିଲା ‘ଟାଇଗର-୩’ର ପ୍ରଥମ ପୋଷ୍ଟର, ଦିପାବଳୀରେ ହେବ ରିଲିଜ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିସହିତ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ଚଳିତ ବର୍ଷ ଦିପାବଳୀରେ ପ୍ରେକ୍ଷାଳୟକୁ…

‘ଆଶିକ୍-୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ସାଉଥ ନାୟିକା ଆକାଂକ୍ଷା

ନୂଆଦିଲ୍ଲୀ: ଫିଲ୍ମ 'ଆଶିକ୍ -୩' ଘୋଷଣା ହେବା ପରେ ଏହାର ନିର୍ମାତା ହିରୋଇନ ଖୋଜିବାରେ ଲାଗିପଡ଼ିଥିଲେ । ଫିଲ୍ମ ପାଇଁ ନିର୍ମାତାଙ୍କୁ ନୂଆ ଚେହେରା ଖୋଜୁଥିଲେ । ତେବେ ଦୀର୍ଘ ଦିନ ପରେ ଫିଲ୍ମ ଲାଗି ଅଭିନେତ୍ରୀଙ୍କ ନାଁ ଫାଇନାଲ ହୋଇଛି ।'ଆଶିକ୍ -୩'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ…

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ସେ ସରକାରୀ ଅର୍ଥର…

ଗୁରୁ ଦିବସରେ ରାଷ୍ଟ୍ରୀୟ ପୁରସ୍କାର ପାଇବେ ୭୫ ଶିକ୍ଷକ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ରେ ଜାତୀୟ ଗୁରୁ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହର ଆୟୋଜନ କରାଯିବ ।…

ବେଷ୍ଟ ବ୍ୟାଙ୍କର୍ ଶକ୍ତିକାନ୍ତ: ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ଶକ୍ତିକାନ୍ତଙ୍କୁ ମିଳିଲା A+ ଗ୍ରେଡ୍

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା । ଗ୍ଲୋବାଲ ଫାଇନାନ୍ସର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୩ରେ A+ ରେଟିଂ ପାଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । A+ ଗ୍ରେଡରେ କେବଳ ଭାରତ, ସ୍ବିଜରଲ୍ୟାଣ୍ଡ, ଭିଏତନାମ…

ଦୃଢ ଇଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା,ଡାକ୍ତର ହେବେ ଦିବ୍ୟାଙ୍ଗ ଛାତ୍ର ସଂଗ୍ରାମ

ଯାଜପୁର: କଥାରେ ଅଛି ଦୃଢ ଇଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାରମାନେ ସମସ୍ତ ପ୍ରତିକୂଳତା । ମନରେ ଅନେକ ଆଶା ଆଉ ଅନେକ ସ୍ୱପ୍ନ । ଜୀବନ ଥିଲେ ତ ସମସ୍ୟା ଅଛି । ଆଉ ସେହି ସମସ୍ୟାକୁ ପାର କରି ନିଜର କର୍ତ୍ତବ୍ୟ କରିବାର ଅଛି । ଭଗବାନଙ୍କ ଇଚ୍ଛା ବିରୋଧରେ ସିନା ଯାଇପାରିବାନି ହେଲେ…