Latest Odisha News

BREAKING NEWS

ପୁଣି ବ୍ରହ୍ମଣୀ ନଦୀରେ ଅଘଟଣ: ମଇଁଷି ଚରାଳିଙ୍କୁ ଟାଣିନେଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର । ଗତ ୩ ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନା ପାଇ ଭାସ୍କର ରାଉତଙ୍କୁ ଖୋଜାଖୋଜି…

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି…

ଭୋଟର ଲିଷ୍ଟ ପ୍ରସ୍ତୁତ, ଯେ କୌଣସି ସମୟରେ ହୋଇପାରେ ଜମମୁ କଶ୍ମୀରରେ ନିର୍ବାଚନ: କେନ୍ଦ୍ରର ବଡ ଘୋଷଣା

 ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ହୋଇପାରେ ନିର୍ବାଚନ । ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଘୋଷଣା ।ସୁପ୍ରିମ କୋର୍ଟରେ ଆର୍ଟିକିଲ ୩୭୦କୁ ନେଇ ଶୁଣାଣି ଚାଲିଥିବାବେଳେ ଏପରି ଘାେଷଣା କରିଛି କେନ୍ଦ୍ର । ଏଥିନେଇ ଭୋଟର ଲିଷ୍ଟ ମଧ୍ୟ ପ୍ରସ୍ତୁତ…

ଭାରତର ୧୯ ଲକ୍ଷ ଭିଡିଓ ହଟେଇଲା ୟୁ ଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତର ୧୯ ଲକ୍ଷରୁ ଅଧିକ ଭିଡିଓ ହଟେଇଛି । ସାମ୍ପ୍ରଦାୟିକ ଉତେଜନା ଓ ୟୁଟ୍ୟୁବ ମାନଦଣ୍ଡକୁ ଏହି ଭିଡିଓଗୁଡିକ ଉଲ୍ଲଘଂନ କରିଥିଲା । ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଭିଡିଓ ହଟେଇବାକୁ ୟୁ ଟ୍ୟୁବ ବାଧ୍ୟ ହୋଇଛି । ଓଭରାଲ…

ଗଞ୍ଜେଇ ଚାଷକୁ ମାନ୍ୟତା ଦାବି କରି କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର

କନ୍ଧମାଳ: ଫିରିଙ୍ଗିଆ-ଗୋଚ୍ଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ପଡିଛି ଶହ ଶହ ମାଓ ପୋଷ୍ଟର । ଆଜି ସକାଳୁ ମାଓ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି । ମାଓ ସଙ୍ଗଠନ କେକେବିଏନ ଡିଭିଜନର ସଚିବ ବିଜୟଙ୍କ ତରଫରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ଗତ ଦିନରେ ଫିରିଙ୍ଗିଆ ଥାନାପୋଡି ଘଟଣାରେ ପୋଲିସ…

ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ; ୧୧ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁ ନିକଟରେ ଗୋରୁପଲଙ୍କ ଉପରେ ଚଢି ଯାଇଛି ଏକ ଟ୍ରକ । ଫଳରେ ୧୧ ଗୋରୁଙ୍କର ମୃତ୍ୟୁ ଘଟିଛି । ୨   ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା ।  ଗାଈ ପଲ ରାସ୍ତା   ୫୩ ନମ୍ବର ଜାତୀୟ…

ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ, ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ…

ସୁପ୍ରିମକୋର୍ଟକୁ ବି ଛାଡିଲେନି ସାଇବର ଅପରାଧୀ, ନକଲି ଓ୍ବେବସାଇଟ୍ ଜାଣିବା ପରେ କୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟଳୟ ନାଁରେ ନକଲି ଓ୍ବେବସାଇଟ୍। ଯାହାକୁ ଦେଖି କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା କହି ଏହି ନକଲି ଓ୍ବେବସାଇଟକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ନକଲି ସାଇଟ୍ ସୁପ୍ରିମକୋର୍ଟର ସରକାରୀ ଓ୍ୱେବସାଇଟର…

ଉଦଘାଟନ ହେଲା ଉତ୍କେଲା ବିମାନ ବନ୍ଦର, କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା

କଳାହାଣ୍ଡି: କଳାହାଣ୍ଡି ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡିରେ । ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକଙ୍କୁ ମାରି ଗଛରେ ଝୁଲାଇ ଦେଲେ

ମାଲକାନଗିରି: କୋରୁକୋଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବା ପରେ ତାଙ୍କୁ ଓଲଟା ଏକ ଗଛରେ ଝୁଲାଇ ଦେଇଛନ୍ତି। ପୀଡ଼ିତଙ୍କ ନାଁ ଦେବ ମାଡକାମି। ମିଳିଥିବା ସୂଚନା ଅନୁଯାୟୀ,…