Latest Odisha News

BREAKING NEWS

ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ  । ସହରାଞ୍ଚଳରେ ବାସ କରୁଥିବା ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବେ । ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ । ଆଜି ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ…

ମଦ ମାଫିଆଙ୍କୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଲା ପୋଲିସ

ଭଦ୍ରକ : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା  । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଇଛାପୁର ସ୍ଥିତ ମାମଲି ହୋଟେଲରେ  । ଦୀର୍ଘ ଦିନ ହେଲା ଏଠାରେ ଚୋରା ମଦ କାରବାର ଚାଲିଥିଲା । ଏ…

ନନ୍ଦନବିହାର ବସୁନ୍ଧରା କଲୋନୀ ଡକାୟତି ମାମଲା: ୫ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ବର: ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନି ଡକାୟତି ମାମଲା । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି  । ଗତ ୨ ତାରିଖରେ ସିବିଆଇ ରେଡ୍‌ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିଲେ ୯ ଜଣିଆ ଡକାୟତ ଗ୍ୟାଙ୍ଗ ।  କମିସନରେଟ୍‌ ପୁଲିସ ୫…

ଲୋକପ୍ରତିନିଧିଙ୍କୁ ମିଳୁନି ସୁରକ୍ଷା କିନ୍ତୁ ସଚିବଙ୍କ ହାଇ ସିକ୍ୟୁରିଟି ନେଇ ସରକାରଙ୍କ ଅଧିକ ଚିନ୍ତା: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ସଚିବ ଝଡ଼। ଫାଇବ-ଟି ସଚିବଙ୍କୁ ନେଇ ଚାଲିଛି ବୟାନବାଜି। ସୋସିଆଲ ମିଡିଆ ଏକ୍ସରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପରଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଏହାରି ଭିତରେ ବିଜେପିର ପୂର୍ବତନ ସଭାପତି ତଥା ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ସଦସ୍ୟ ସମୀର…

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଲା ପୁଅ: ବୃକ୍ଷରୋପଣ କରି ଦେଲା ପରିବେଶ ସୁରକ୍ଷାର ବାର୍ତ୍ତା

ସୋରଡ଼ା: ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ପାଳିଲା ପୁଅ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଧୀନ ଅମୃତୁଲୁ ପଞ୍ଚାୟତରେ  ।  ପୂର୍ବତନ ସରପଞ୍ଚ ତଥା ସମାଜସେବୀ କାଶୀନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ…

ରୋଜଗାର ମେଳା: ନବନିଯୁକ୍ତ ବ୍ୟକ୍ତିଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮ ଅଗଷ୍ଟ, ୨୦୨୩) ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ…

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୖେବାଳୟରେ ଜଳ ଲାଗି କରୁଛନ୍ତି ବୋଲବମ୍ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର  । ଏଥିଲାଗି ପ୍ରାୟ ସମସ୍ତ ଶୈବାଳୟରେ କାଉଡିଆଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି  । ଭୁବନେଶ୍ବରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ନାହିଁ ନଥିବା ଗହଳି  । ଶ୍ରାବଣ…

ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା

ଭୁବନେଶ୍ୱର: ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା…

କବିତା : ଜୀବନ ଦୀପ

ବିନୋଦିନୀ ଦାଶ ଜୀବନଟା ଏକ ପ୍ରଦୀପ ସଦୃଶ ଯେଉଁ ମାନବ ବୁଝଇ, ଜୀବଦ୍ଦଶାରେ ସେ ନିଜେ ଜଳି ଜଳି ଉଜ୍ବଳ  କରେ ଏ ମହୀ । ଯେତେ ବାଧାବିଘ୍ନ ଆସିଲେ ବି ପଥେ ସବୁକୁ ଆଡ଼େଇ ଦେଇ, ଅବିଶ୍ରାନ୍ତ ଭାବେ କର୍ମ ସାଧନରେ ନିତ୍ୟ ସେତ ଲାଗିଥାଇ । ତା’ର ସେ ଆଲୋକେ କୋଟି ଜନ- ମନ ପ୍ରାଣ…

ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦ ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE), ନୂଆଦିଲ୍ଲୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହଭାଗୀତାରେ ପ୍ରତିଷ୍ଠାନରେ ଗତକାଲି ଏକଦିବସୀୟ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-2020 ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ସମ୍ୱନ୍ଧୀୟ ସୂଚନା ପ୍ରଦାନ…