ବିଳମ୍ବିତ ରାତିରେ ସିରିଜ ଡକାୟତି; ଜଣେ ମୃତ, ୨ ଆହତ
ନୂଆଦିଲ୍ଲୀ:ଉତ୍ତର ଦିଲ୍ଲୀର ୱେଲକମ ଏରିଆରେ ଶନିବାର ରାତିରେ ସିରିଜ ଡକାୟତିକାଣ୍ଡ ଘଟିଯାଇଛି । ଦୁର୍ବୃତ୍ତଙ୍କ ଛୁରାମାଡରେ ଜଣେ ୩୨ ବର୍ଷ ଯୁବକଙ୍କର ମୃତ୍ୟୁ ଘଟିଛି । ୨ ଜଣ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ସାଢେ ୧୧ଟାରୁ ଗୋଟେ ମଧ୍ୟରେ ଏହି…