ନନ୍ଦନକାନନରେ ସମ୍ବର ଶାବକ ଜନ୍ମ, ତିନି ଅସୁସ୍ଥ ସିଂହ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୯ନମ୍ବର ଖୁଆଡ଼ରେ ରହୁଥିବା ସମ୍ବର ଗୁରୁବାର ଏକ ଶାବକ ଜନ୍ମ ଦେଇଛି। ମାଆ ଓ ଶାବର ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ସିଂହ ସଫାରୀରେ ଅସୁସ୍ଥ ଥିବା ସିଂହୀ ବିଜ୍ଲୀର ତିନୋଟି ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲେ ଓୟୁଏଟିର ଦୁଇଜଣିଆ ଡାକ୍ତରୀ…