Latest Odisha News

BREAKING NEWS

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ, ସ୍ବାମୀଙ୍କ ଏତଲା ପରେ ଲଜରୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ବର : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ସ୍ତ୍ରୀ ବିରୋଧରେ…

ଛୁଆ ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି ଚିନ୍ ମହିଳା: କମିଲା ଜନ୍ମ ହାର

ନୂଆଦିଲ୍ଲୀ: ଚାଇନାରେ ଦେଖାଯାଇଛି ଏବେ ଜନସଂଖ୍ୟା ସଙ୍କଟ । ବଢ଼ୁଥିବା ଜନସଂଖ୍ୟା ସହିତ ଲଢ଼େଇ କରି ବିଶ୍ୱର ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ଜଣେ ହୋଇ ଭାରତକୁ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇସାରିଥିବା ଚାଇନା ଏହାର ଜନ୍ମ ହାର ବୃଦ୍ଧି କରିବା ପାଇଁ ଏବେ ସଂଘର୍ଷ କରୁଛି । କାରଣ…

ପାକିସ୍ତାନ ଗୀର୍ଜା ଆକ୍ରମଣ: ୧୦୦ ଅଟକ; ଧାର୍ମିକ ଆକ୍ରୋଶଜନିତ ହିଂସାକାଣ୍ଡ କହିଲା ଆମେରିକା

ଇସ୍‌ଲାମାବାଦ: ଫୈସଲାବାଦ ଅନ୍ତର୍ଗତ ଜରାନ୍‌ୱାଲା ଜିଲ୍ଲାରେ ଏକାଧିକ ଗୀର୍ଜା ଓ ଗୀର୍ଜା ଚତୁଃପାର୍ଶ୍ବ ଅଞ୍ଚଳରେ ଥିବା କେତେକ କୋଠାବାଡ଼ି ଭଙ୍ଗାରୁଜା ଘଟଣାରେ ପାକିସ୍ତାନରେ ଦଙ୍ଗା ଓ ଗଣ୍ଡଗୋଳ ହୋଇଥିବା କଥା ‘ଜିଓ ନିଉଜ୍‌’ ରିପୋର୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ…

ଚାହୁଁ ଚାହୁଁ ଭୁଶୁଡି ଗଲା ୫୦ ଫୁଟ ଲମ୍ବ ବୈତରଣୀ ନଦୀବନ୍ଧ

ଯାଜପୁର:ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଚାହୁଁ ଚାହୁଁ ଭୁଶୁଡିଗଲା ୫୦ ଫୁଟ ଲମ୍ବର ନଦୀ ବନ୍ଧ । ଏମିତି ଦୃଶ୍ୟ ଆଜି ସକାଳୁ ଦେଖିବାକୁ ମିଳିଥିଲା ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ । ଆଜି ସକାଳୁ ଏହି ନଦୀ ବନ୍ଧ ଧସୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ।…

ଉତ୍ତରାଖଣ୍ଡରେ ଓ ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ତାସ ଘର ପରି ଭୁଶୁଡ଼ୁଛି ଘର । ପାହାଡରୁ ଖସୁଛି ବଡ ବଡ ପଥର ଖଣ୍ଡ । ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ଦୁଇଟି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ…

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ; ୧୭ ଏଫଆଇଆରର ହେବ ଟିକିନିଖି ଛାନଭିନ୍

ନୂଆଦିଲ୍ଲୀ:ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ । ୧୭ ଏଫଆଇଆରର ଟିିକିନିଖି ତଦନ୍ତ କରିବେ । ଏଥିପାଇଁ ବୁଧବାର ବିଭିନ୍ନ ରାଙ୍କର ୫୩ ଜଣ ସିବିଆଇ ଅଧିକାରୀ ରାଜ୍ୟରେ ମୁତୟନ ଅଛନ୍ତି । ଏଥିରେ ୨୯ ମହିଳା ଅଧିକାରୀଙ୍କୁ ବି ସାମିଲ କରାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ,…

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୩.୬

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରର ରଜୌରୀରେ ଆଜି ସକାଳ ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି । NCS ସୂଚନା ଅନୁଯାୟୀ,…

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ; ୯ ମୃତ, ଅନେକ ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ବୁଧବାର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଗତକାଲି ଅପରାହ୍ଣରେ ବଜ୍ରପାତ ଘଟି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣା ବ୍ଲକ…

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ: ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ  । ଆଜିଠୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି  । କିଛି ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୫ ଜିଲ୍ଲାର କିଛି  ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି  । ଏଥିଲାଗି ପୁରୀ ,…

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅର୍ଥ ମନ୍ତ୍ରୀ; ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ସୀତାରମଣ

ପୁରୀ: ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ଅର୍ଥମନ୍ତ୍ରୀ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ…