Latest Odisha News

BREAKING NEWS

ସନ୍ତୁଷ୍ଟି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ । ତୃପ୍ତ ହୋଇଯିବାର ଅବସ୍ଥା ହିଁ ସନ୍ତୁଷ୍ଟି । ଖୁସି ଅଳ୍ପ ସମୟ ପାଇଁ ଦିଏ, ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଦିଏ । ହୃଦୟରେ ସନ୍ତୁଷ୍ଟି ସ୍ଥାପନ କଲେ ଶାନ୍ତି ଅନୁଭବ ହୁଏ । ଗୋଟିଏ…

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର କାନ୍ଦି କାନ୍ଦି ହୁଅ ଅବସନ୍ନ ତା'ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର । ଜନନୀ ଜନ୍ମ ଦେବାକୁ ନିଜକୁ ପ୍ରସ୍ତୁତ କଲାପରି ତୁମେ ଦାୟିତ୍ବ ନିଅ…

ଭାଷା ଭାଗବତ : ବସ୍ତୁ ବ୍ୟବହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ କାଗଜ ନିର୍ମିତ ବସ୍ତୁ ଭାବରେ ବିବେଚିତ ହେବାରୁ ଥିଲେ ସୁଦ୍ଧା ରହି ପାରୁନି ସ୍ବଜ୍ଞାନ ବଢ଼ାଇ ଅଲୋଡ଼ା ହେବାରୁ ପନିକି କେମିତି ଲାଗିଛି କଳଂକି ଏହା ସଭିଏଁ ଦେଖି ଦେଖି ମାଜି ଓ ପୋଛି ଦେଉଛୁଁ କି ? କଥାରୁ…

କେନ୍ଦ୍ର ମତ୍ସ୍ୟ ବିଭାଗର ପେଣ୍ଠକଟା ପରିଦର୍ଶନ, ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିଲେ, ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା…

ଭୁବନେଶ୍ୱର: ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ତୃଣମୂଳ ସ୍ତରୀୟ ସମସ୍ୟା ଓ ସେଥିପାଇଁ ଆବଶ୍ୟକ ଦୀର୍ଘମିଆଦୀ ଯୋଜନା ପ୍ରଣୟନ ଲକ୍ଷ୍ୟ ନେଇ କେନ୍ଦ୍ର ମତ୍ସ୍ୟ ବିଭାଗ ସଚିବ ଡକ୍ଟର ଅଭିଲକ୍ଷ୍ୟ ଲିଖି ବୁଧବାର ପୁରୀ ଜିଲ୍ଲାର ପେଣ୍ଠକଟା ଗ୍ରାମ ପରିଦର୍ଶନ କରିଛନ୍ତି। ଡକ୍ଟର ଲିଖି ପେଣ୍ଠକଟାଠାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗର ତାଲିକା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ବିଷୟରେ ଆଲୋଚନା ଜାରି ରହିଛି। ଅନ୍ୟତମ ପ୍ରlବନ୍ଧିକ ଓ ଗବେଷକ ସୂର୍ଯ୍ୟନାରାୟଣ ଦାଶ ତାଙ୍କ ଲିଖିତ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ (ପ୍ରଥମ ସ୍ତବକ )ରେ…

ସିଏଜି ରିପୋର୍ଟରେ ୭ଟି ପ୍ରକଳ୍ପରେ ଅନିୟମିତତା, ପ୍ରଧାନମନ୍ତ୍ରୀ କାହିଁକି ନିରବ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରୁ ଅଭିଭାଷଣ ଦେଇ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିବାର ଦିନକ ଦିନ ପରେ କଂଗ୍ରେସ ବୁଧବାର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟର ଉଦାହରଣ ଦେଇ…

ଖୋର୍ଦ୍ଧା ରୋଡ ବିଜୟନଗରମ ମଧ୍ୟରେ ତୃତୀୟ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ରାୟଗଡା: ବୁଧବାର ଦେଶର ବିଭିନ୍ନ ସ୍ଥାନରେ ୩୨,୫୧୨ କୋଟି ଟଙ୍କାର ୭ ଟି ବଡ ବଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନର୍ଗୁଣ୍ଡି - ବାରଙ୍ଗ , ଖୋର୍ଦ୍ଧା ରୋଡ୍ - ବଜୟନଗରମ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ। ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ…

ରହସ୍ୟ ଘେରରେ ମାହାଙ୍ଗା ନାବାଳିକା ମୃତ୍ଯୁ, ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ କି ପୋଲିସ?

ମାହାଙ୍ଗା:  କଟକର ମାହାଙ୍ଗାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ଆହୁରି ବଢ଼ି ଚାଲିଛି। ଏହି ଘଟଣା ବିବାଦୀୟ ହେବାର ଅନେକ କାରଣ ରହିଛି। ଝିଅର ପରିବାର ଲୋକେ କହିଛନ୍ତି, ବାତ ରୋଗ ଥିଲା। ଆଉ ସେହି କାରଣରୁ ମୃତ୍ୟୁ ଘଟିଛି। ହେଲେ ନାବାଳିକା ଜଣଙ୍କ ମୃତ୍ୟୁ ପୂର୍ବରୁ…

ଆନନ୍ଦବଜାର ମହାପ୍ରସାଦର ମୌଖିକ ଦର ତାଲିକା ପ୍ରସ୍ତୁତ, ଜାଣନ୍ତୁ କାହାର ଦାମ କେତେ?

ପୁରୀ: ମହାସୁଆର ନିଯୋଗ ପକ୍ଷରୁ ପୁରୀ ଶ୍ରୀମନ୍ଦିରର ମହାପ୍ରସାଦର ଏକ ମୌଖିକ ଦର ତାଲିକା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଭକ୍ତଙ୍କୁ ମହାପ୍ରସାଦ ବିକ୍ରି ଯେପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଏହି ଦର ତାଲିକା ପ୍ରସ୍ତୁତ କରାଯାଇଛି। ଅବଢ଼ା (ଚାଉଳ), ଡାଲି (ଡାଲି),…

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟର ସମୀକ୍ଷା କଲେ ପରିବହନ ମନ୍ତ୍ରୀ

ପୁରୀ: ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୀ। ବୁଧବାର ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି। ତେବେ ବିମାନ ବନ୍ଦର ପାଇଁ…