Latest Odisha News

BREAKING NEWS

ପଢ଼ିବାର ଆକର୍ଷଣ ମତେ ଲେଖିବାକୁ ପ୍ରେରିତ କରିଛି : ସିପୁନୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶା ତଥା ଓଡ଼ିଶା ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସିପୁନୁ ଜେନାଙ୍କ ସହ ‘ସ୍ୱଳ୍ପ…

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ: ରାତିଅଧରେ ବିଭିନ୍ନ ବାରରେ ରେଡ୍

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍  । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି  । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି ରେନ୍ ବାର୍ , ଜେଏଲପି ବାର୍, ପେଣ୍ଟାଗନ୍ ବାର୍, ପ୍ରିନ୍ସ…

ନାଲିବତି ପରେ ଭିଆଇପି ଗାଡ଼ିରୁ ଏବେ ହଟିବ ସାଇରନ; ବାଜିବ ବଂଶୀ

ନୂଆଦିଲ୍ଲୀ: ଭିଆଇପି ଗାଡିରୁ ଲାଲ ବତି ହଟିବା ପରେ ଏବେ ହଟିବ ସାଇରନ । ଏ ନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେ ଗସ୍ତ ଅବସରରେ ଏପରି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ରର…

Gadar 2 vs OMG 2: ଦ୍ଵୀତିୟ ଦିନରେ କିଏ କରିଛି ବେଶି ଆୟ, ଜାଣନ୍ତୁ ବକ୍ସ ଅଫିସ୍ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ 'ଗଦର-୨' ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ 'ଓଃ ମାଇଁ ଗଡ଼-୨ ' ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ…

ଆସନ୍ତୁ ଜାଣିବା କିପରି ପକ୍ଷୀଙ୍କ ମସ୍ତିଷ୍କ ଜିପିଏସ ପରି କାମ କରେ

ନୂଆଦିଲ୍ଲୀ: ପକ୍ଷୀ ସହଜରେ ରାସ୍ତା ଭୁଲେନି । କୌଣସି ଯୋଗାଯୋଗ ନ ଥାଇ ମଧ୍ୟ ଦଳ ସହିତ ଏକତ୍ର ରହିଥାନ୍ତି । ଏପରିକି ଆକାଶରେ ମଧ୍ୟ ବିଚରଣ ବେଳେ ସେମାନେ ପରଷ୍ପର ସହ ଯୋଗାଯୋଗ କରିଥାନ୍ତି । ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ? ପକ୍ଷୀଙ୍କ ମସ୍ତିଷ୍କ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ ପରି…

ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟସ ଡିପି, ରଖିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ:ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକେଉଣ୍ଟସ ଡିପି । ଏବେ ପ୍ରଧାନମନ୍ତ୍ରୀଙ୍କ ଡିପିରେ ଆଉ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବନି । ଦେଖିବାକୁ ମିଳିବ ତ୍ରିରଙ୍ଗା ପତାକା ।ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କୀ ଅମୃତ ମହୋତ୍ସବ…

ହାପି ବାର୍ଥ ଡେ ଶ୍ରୀଦେବୀ: ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଲା ଗୁଗଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ…

ଆସନ୍ତାକାଲି ଭାରତ-ଚୀନ୍ ବୖେଠକ: ସୀମା ବିବାଦ ନେଇ ହେବ ଆଲୋଚନା

ଦିଲ୍ଲୀ : ପଛକୁ ହଟିବ କି ଡ୍ରାଗନ୍ ! ଆସନ୍ତାକାଲି ଭାରତ ଓ ଚୀନ୍ ମଧ୍ୟରେ ହେବ ଆଲୋଚନା  । ସୈନ୍ୟସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନକୁ କହିବ ଭାରତ । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର୍ କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି ।  ଲଦାଖର…

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ । ଚଳିତ…