Latest Odisha News

BREAKING NEWS

୯୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତ୍ୟରାଜଙ୍କ ମାଆ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତା ସତ୍ୟରାଜ ଓରଫ କଟପ୍ପାଙ୍କ ମାଆ ନାଥମ୍ବଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦରେ ସୁଟିଂରେ ବ୍ୟସ୍ତ ଥିବା ସତ୍ୟରାଜ ମାଆଙ୍କ…

ଅଜବ ସ୍କୁଟର: ଯାହା ଦେଖିବାକୁ ଓଲଟା, ଚାଲୁଛି ସିଧା

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେନା । ଆଉ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ…

ପିଏମ ସ୍ବନିଧି ଯୋଜନାର ପ୍ରଗତି ବାବଦରେ ତିନି ରାଜ୍ୟରେ ସମୀକ୍ଷା କରିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ…

ମଶା ଘଉଡାଇବାକୁ ବିଏମସିର ଡ୍ରୋନ ଉଡାଣ ନିଷ୍ପତ୍ତି, ବିଜେପି କହିଲା ରାଫେଲ ଉଡ଼ାଇବା ଭଲ ହେବ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଏମ୍‌ସିର ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ନିମନ୍ତେ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ୱ ନକରି…

ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଗୁଏତମାଲାର ରୁରାଲ ୟୁନିଭର୍ସିଟି ଅଫ୍‍ ଗୁଏତମାଲା ଓ ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ…

ବଲାଙ୍ଗୀରରେ ଅଢେଇ ଲକ୍ଷ ଟଙ୍କାରେ ନବଜାତ ବିକ୍ରି ଘଟଣା, ଛତିଶଗଡରୁ ଉଦ୍ଧାର

ବଲାଙ୍ଗୀର: ସପ୍ତାହକ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ୫ ଦିନର ଶିଶୁପୁତ୍ରକୁ ଶନିବାର ଛତିଶଗଡ଼ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତଦନ୍ତ ପରେ ଛତିଶଗଡ଼ର ରାୟଗଡ଼ରେ…

ମହିଳା ବିଶ୍ୱକପ ଫୁଟବଲ: ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ

ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲର ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଇଂଲଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ସ୍ୱୀଡେନ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ୨-୧ ଗୋଲରେ କଲମ୍ବିଆକୁ ପରାସ୍ତ କରିଥିଲା । ଇଂଲଣ୍ଡ…

ଜାଲ ସାର୍ଟିଫିକେଟ ଦେଇ ଚାକିରି, ଧରା ପଡିଲେ ଆଉ ତିନି ଜଣ

ବ୍ରହ୍ମପୁର: ନିକଟରେ ବଲାଙ୍ଗୀର ଜିଲ୍ଲାରେ ଜଣେ ମହିଳା ଶିକ୍ଷୟତ୍ରୀ ଚାକିରି ପାଇବାକୁ ଯାଇ ନକଲି ସାର୍ଟିଫିକେଟ୍ ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହେବା ପରେ ଏବେ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ଗଞ୍ଜାମ ଜିଲ୍ଲାରେ ଅନୁରୂପ ପରିସ୍ଥିତିରେ ଧରାପଡ଼ିଛନ୍ତି। ସେହିପରି ଭବାନୀପାଟଣାରେ ବାପ-ପୁଅ…

ଚର୍ଚ୍ଚାରେ ସୁହାନା: ମହିଳାଙ୍କ ଦୁଃଖ ଶୁଣି ପର୍ସରୁ ଟଙ୍କା ଦେଲେ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ତାଙ୍କର କିଛି ଫଟୋକୁ ନେଇ ତ ଆଉ କେତେବେଳେ ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହାର ଏକ ଭିଡ଼ିଓ ଏବେ…

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ନବୀନଙ୍କ ସମ୍ପର୍କୀୟ ଭାଇ

କଟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ଦିଲ୍ଲୀପ ପଟ୍ଟନାୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଆବେଦନ କରିଥିବା ଜଣାଯାଇଛି । ୭୬  ବର୍ଷିୟ ଦିଲୀପ ଓଡିଶାର ମଧୁବାବୁ ପେନସନ…