Latest Odisha News

BREAKING NEWS

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ…

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ…

ଏମିତି ଶିକ୍ଷୟିତ୍ରୀ, ଯିଏ ପିଲାଙ୍କ ୟୁନିଫର୍ମରେ ଆସନ୍ତି ସ୍କୁଲ

ରାୟପୁର: ଆଜିକାଲି ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏମିତି ଜଣେ ଶିକ୍ଷୟିତ୍ରୀ ଅଛନ୍ତି, ଯିଏ ଶିକ୍ଷକଙ୍କ ୟୁନିଫର୍ମ ନ ପିନ୍ଧି ପିଲାଙ୍କ ୟୁନିଫର୍ମରେ ଆସିଥାନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।…

ଖୁବଶୀଘ୍ର ଆସିବ ବାୟୋ ଟେକ୍ନୋଲୋଜି ନୀତି

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ବାୟୋ ଟେକ୍ନୋଲୋଜି ନୀତି। ଆସନ୍ତା ମାସକ ଭିତରେ ଏହାକୁ ଆଣିବେ ରାଜ୍ୟ ସରକାର। ଏ ଦିଗରେ ଚାଲିଛି କାମ। ଏଥିରେ ବାୟୋ-ଟେକ୍ନୋଲୋଜି ସମ୍ବନ୍ଧିତ ମେଡିକାଲ ଉପକରଣ, ଟିକା ନିର୍ମାଣ, ଫାର୍ମାସ୍ୟୁଟିକାଲ ପରି ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହନ ଦେବାକୁ ବିଭିନ୍ନ ପ୍ରକାର…

ଓଡ଼ିଆ ଭାଷା ପ୍ରତିଷ୍ଠାନରେ ପାଞ୍ଚ ଦିନିଆ ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର’ ଉଦଯାପିତ ହୋଇଯାଇଛି। ଏହି ଶିବିରରେ ୬୫ ଜଣ ପ୍ରତିଭାଗୀ ଭାଗ ନେଇଥିଲେ। ଚୀନ ଓ…

ଆକ୍ସନ ମୋଡରେ ଅବକାରୀ ବିଭାଗ: ନାବାଳିକା ଥିଲେ ଫସିବେ ବାର୍ ମାଲିକ

ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ  । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ  । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ  । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ  । ଭୁବନେଶ୍ବରର ସବୁ ଡ୍ୟାନ୍ସ  ବାରରେ ରେଡ୍ ହେବ…

ଥଣ୍ଡା ଦୂର କରେ ପିପ୍ପଳୀ, ଜାଣନ୍ତୁ ଏହାକୁ ସେବନ କରିବାର ପଦ୍ଧତି…

ଭୁବନେଶ୍ଵର: ଭାରତୀୟ ମାନଙ୍କ ରୋଷେଇ ଘରେ ପିପ୍ପଳୀ ମସଲା ଭାବରେ ବ୍ୟବହୃତ ହୁଏ | ଏହା କେବଳ ଖାଦ୍ୟରେ ସ୍ୱାଦ ବଢ଼ାଏ ନାହିଁ, ବରଂ ଏହାକୁ ପୁଷ୍ଟିକର ମଧ୍ୟ ବନେଇଥାଏ | ଏହାର ନିୟମିତ ସେବନ ଶରୀରକୁ ଅନେକ ରୋଗ ଏବଂ ସମସ୍ୟାରୁ ଦୂରେଇ ରଖେ | ଏହା ଶରୀର ପାଇଁ ରାମବାଣ ସଦୃଶ୍ୟ ବିବେଚନା କରାଯାଏ | …

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏନେଇ ଅଧିସୂଚନା ଜାରି କଲା କେନ୍ଦ୍ର ସରକାର। ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ଅଧିନିୟମ ୨୦୨୩ କୁ ଲାଗୁ କରିବା ପାଇଁ ଏକ ନୋଟିଫିକେସନ୍…

ପୁରୀ ସମୁଦ୍ରରେ ଅଘଟଣ: ଗାଧୋଉଥିବା ବେଳେ ବୁଡ଼ି ଗଲେ ପରିବାରର ୫ ସଦସ୍ୟ

ପୁରୀ; ପୁରୀ ବେଳାଭୂମୀରେ ପୁଣି ଅଘଟଣ। ସମୁଦ୍ରରେ ବୁଡିଗଲେ ପରିବାରର ୫ ସଦସ୍ୟ । ବୁଡିଯାଉଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ସୂଚନା ଅନୁସାରେ, ଆଜି ଦିନ ୧୧.୩୦ ବେଳେ ସେକ୍ଟର ୯ ବେଳାଭୂମିରେ ଗାଧୋଉଥିବା ବେଳେ ଏକ ବଡ ଲହଡି କାରଣରୁ ବୁଡ଼ିଯାଉଥିଲେ ଗୋଟିଏ…

ଅଜାଙ୍କ ଦଶାହ କର୍ମ ହେଲା କାଳ: ନଦୀରେ ବୁଡି ଦୁଇ ନାତି ମୃତ

ସୋର: ଅଜାଙ୍କ ଦଶାହରେ ସଲିଳ ସମାଧି  । ଦଶକର୍ମ ପରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ । ମୃତକ ମାନେ କୁଲୁଆ ପାଢୀ ଏବଂ ଚନ୍ଦନ କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ…