ଭାରି ପଡିଲା ଅନଲାଇନ୍ ଠକେଇ: ୧୦୦ ଟଙ୍କା ଲୋଭ ଦେଖାଇ ଲୁଟିନେଲେ ୧୨ ଲକ୍ଷ
ଗାନ୍ଧୀନଗର : ଦିନକୁ ଦିନ ଭାରତରେ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏମିତି ଏକ ଅନଲାଇନ ଠକେଇର ଶିକାର ହୋଇଛନ୍ତି ଗୁଜୁରାଟର ବାସୀନ୍ଦା ପ୍ରକାଶ ସାଓ୍ବନ୍ତ । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି…