Latest Odisha News

BREAKING NEWS

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଯାଜପୁର: ବିଜେଡି ନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ବିଦ୍ୟାଳୟରେ ପାଳନକୁ ନେଇ ବିବାଦ ତେଜୁଛି । ଆଉ ବିବାଦ ଭିତରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୯ରେ ଧର୍ମଶାଳାରେ ଜିଲ୍ଲା…

‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରି, ଆସିଲା ଦମଦାର ଟିଜର

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ଆସିଲା ‘ଡନ୍‌-୩’ର ଦମଦାର ଟିଜର। ଡନ୍ ଭୂମିକାରେ ନଜର ଆସିବେ ବଲିଉଡ ସୁପରଷ୍ଟାର ରଣବୀର ସିଂ। ଫିଲ୍ମର ଟିଜର ସହ ରଣବୀରଙ୍କ ପ୍ରଥମ ଲୁକ୍ ହେଲା ରିଲିଜ। ଫିଲ୍ମକୁ ନେଇ ଥିଲା ଅନେକ ସସପେନ୍ସ। ଚାଲିଥିଲା ଅନେକ ବାଦ ବିବାଦ। ଏବେ ଟିଜର ରିଲଜ ହେବା…

ସଂସଦରେ ରାହୁଲଙ୍କ ଫ୍ଲାଇଂ କିସ୍; ସ୍ମୃତି ଇରାନୀ କହିଲେ ‘ମହିଳା ବିରୋଧୀ ପୁରୁଷ’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ସାଂସଦ ରାହୁଲ ଗାନ୍ଧୀ ଦେଲେ ଫ୍ଲାଇଂ କିସ । ତାତିଲେ ମହିଳା ସାଂସଦ । ସ୍ପିକରଙ୍କ ନିକଟରେ କଲେ ଅଭିଯୋଗ । ସ୍ମୃତି ଇରାନୀ କହିଲେ ଏହା ଅଭଦ୍ରତା । ହେଲେ ରାହୁଲଙ୍କ ଫ୍ଲାଇଂ କିସ କାହିଁକି ଦେଉଥିଲେ ? କାହା ଉଦ୍ଦେଶ୍ୟରେ ଥିଲା ? ବୁଧବାର ଥିଲା ଅନସ୍ଥା…

ଭାଇରାଲ ଫିବର୍‌କୁ ଏଡାଇବା ପାଇଁ ଘରୋଇ ଉପଚାର

ଋତୁ ପରିବର୍ତ୍ତନଶୀଳ। ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ହେଉଥିବା ଦେଖିବାକୁ ମିଳେ। ବର୍ଷା ଋତୁରେ ଭାଇରାଲ ଫିବର୍ ବା ସଂକ୍ରମିତ ଜ୍ୱର ହେବାର ଆଶଙ୍କା ରହୁଛି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ କରନ୍ତି ତେବେ ଆପଣ ଘରୋଇ ଉପଚାର ଗ୍ରହଣ କରି ଆରାମ…

ଦିଲ୍ଲୀ ଗାନ୍ଧୀନଗରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଗୋଦାମ ଘର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧିନଗର ମାର୍କେଟରେ ଥିବା ଏକ ପ୍ଲାଏ ଉଡ୍ ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ପୁରା ଗୋଦାମଟି ହୁତହୁତ୍ ହେଇ ଜଳୁଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ବାତିଲ ହେଲା ବିମାନ ଉଡ଼ାଣ, ୫ କୋଟି ଲୋକ ପ୍ରଭାବିତ

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଏଠାରେ କୋଟି କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ବାତ୍ୟା ଯୋଗୁଁ ନ୍ୟୁୟର୍କରୁ ଅଲବାମା ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଏଠାରେ…

ରାହୁଲଙ୍କ ତୀରରେ କଂଗ୍ରେସକୁ ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖି ମଣିପୁର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ…

ଡିଜିଜ ଏକ୍ସ ସାଜିଲା ବୈଜ୍ଞାନିକଙ୍କ ମୁଣ୍ଡ ବ୍ୟଥାର କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ଯେଉଁ ଭୟ ସୃଷ୍ଟି କରାଇଛି ତାହା ଏବେ ବି ଅନେକଙ୍କ ମନରୁ ଲିଭି ନାହିଁ । ଭ୍ୟାକ୍ସିନେଶନ ମାଧ୍ୟମରେ ଏହାକୁ ରୋକ କରାଯାଇପାରିଛି । ଏବେ ଡିଜିଜ ଏକ୍ସ ପୁନର୍ବାର ଏହି ଭୟ ସଂଚାର କରାଉଛି । ଏ ପର୍ଯ୍ୟନ୍ତ ଏହା ଆମ ପାଇଁ କେତେ କ୍ଷତିକାରକ ଏବଂ କେଉଁ କାରଣ ନେଇ ଏହା…

ଅନାସ୍ଥା ପ୍ରସ୍ତାବ ମତ ରଖିବା ପୂର୍ବରୁ ରାହୁଲ କହିଲେ, ‘ଏଥର ଯାହା କହିବି ହୃଦୟରୁ କହିବି’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ପକ୍ଷରୁ ରେୱନ୍ତ ରେଡ୍ଡି ଏବଂ ହେଭି ହର୍ଡନଙ୍କ ନାମ ମଧ୍ୟ…

ଶିକାରୀଙ୍କ କବଜାରେ ଶିମିଳିପାଳ;୨୧ ଗିରଫ, ୧୬୫ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଏବେ ଶିକାରୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ମାଳ ମାଳ ଶିକାରୀ ଜଙ୍ଗଲରେ ବୁଲୁଛନ୍ତି । ବନ୍ଧୁକ ମୂନରେ ଅବାଧରେ ପଶୁ ପକ୍ଷୀ ଶିକାର ଚାଲିଛି । ଫଳରେ ଜଙ୍ଗଲରେ ସର୍ଚ୍ଚ  ଅପରେସନକୁ ଜୋରଦାର କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ୨୧ ଜଣ ଶିକାରୀଙ୍କୁ ଗିରଫ…