Latest Odisha News

BREAKING NEWS

ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି। ଏନେଇ ବିଏମ୍‌ସି ମେୟର ସୁଲୋଚନା…

ସରିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା

ଭୁବନେଶ୍ଵର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍‌ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି । ଏହି ଖାଲି ଆସନ ପୂରଣ ଲାଗି ଦ୍ବିତୀୟ…

କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ: ରାହୁଲଙ୍କୁ କ’ଣ ଝିଅ ଅଭାବ ଯେ ୫୦ ବର୍ଷର ମହିଳାଙ୍କୁ ସେ ଫ୍ଲାଇଂ କିସ୍ ଦେବେ

ନୂଆଦିଲ୍ଲୀ: ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ବିବାଦ ଥମୁନି । ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସକୁ  ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ ଆଣିଥିଲେ । ଏହା ସଂସଦର ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି ସାଂସଦମାନେ କହି ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।…

ନେହରୁ ଟ୍ରଫି ବୋଟ୍ ରେସ୍ ପାଇଁ ବଡ଼ ଆୟୋଜନ, ଉତ୍ସବମୁଖର ପୁନ୍ନାମଡା ହ୍ରଦ

ଥିରୁଭାନନ୍ତପୁରମ: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଆଇକନିକ୍ ନେହେରୁ ଟ୍ରଫି ବୋଟ୍ ରେସ୍ (NBTR)। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବୋଟ୍ ରେସ୍ ନେଇ କେରଳର ଅଲାପ୍ପୁଝା ନିକଟ ପୁନ୍ନାମଡା ହ୍ରଦରେ ବଡ଼ ଆୟୋଜନ କରାଯାଇଛି। ନେହେରୁ ଟ୍ରଫି ବୋଟ୍…

ବିଶ୍ଵର ଦ୍ଵିତୀୟ ଗଭୀରତମ ଗୁମ୍ଫା, ଯାହାର ଉପର ଭାଗରୁ ଦେଖିଲେ ଟାଙ୍କୁରି ଉଠେ ଲୋମ

ଅବଖାଜିଆ: ଦୁନିଆରେ ଏପରି ଅନେକ ଯାଗା ରହିଛି ଯାହା ଆଜିବି ରହସ୍ୟ ଘେରରେ ରହିଛି । ସେଥିମଧ୍ୟରୁ କିଛି କିଛି ସ୍ଥାନର ରହସ୍ୟ ଜଣାପଡିଥିବା ବେଳେ କିଛି ସ୍ଥାନର ରହସ୍ୟ ଆଜିବି ରହସ୍ୟ ହେଇରହିଛି । ଦୁନିଆରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଏପରି ଏକ ସ୍ଥାନ ରହିଛି ଜର୍ଜିଆର…

ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା…

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ଏହା ବ୍ୟତୀତ ରାଜ୍ୟର ୩୦…

ଏନ୍‌ଏମ୍‌ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…

କେ.ଦୀପିକା-ଦିନେଶ ମାମଲା: ଆସିଲା ଡିଏନଏ ରିପୋର୍ଟ

ବ୍ରହ୍ମପୁର; ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା । ସାମ୍ନାକୁ ଆସିଲା ଡିଏନଏ ରିପୋର୍ଟ । ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ…

ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ: ହାୱାଇନ ଆଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ। ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ନିଆଁ ବ୍ୟାପିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖ ସମସ୍ତ ଅଞ୍ଚଳ ମଧ୍ୟ ନିଆଁର କବଳିତ ହୋଇପଡିଛି । ଯାହାକୁ ନେଇ ଗ୍ରୀସ ଏବଂ ରୋଡ…