ବିବାହ ସମୟରେ ସାଜନ୍ତି କନ୍ୟାର ବନ୍ଧୁ, ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ
ନ୍ୟୁୟର୍କ: ବିବାହ ସମୟରେ ବ୍ୟାଣ୍ଡ୍-ବାଜା, ମଣ୍ଡପ, ଗାଡ଼ି ବୁକିଂ କରାଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ କନ୍ୟା ପାଇଁ ବନ୍ଧୁ ବୁକିଂ କରିବା ଦେଖିଛନ୍ତି ? ଆମେରିକାରେ ରହୁଥିବା ଜଣେ ମହିଳା ବୃତ୍ତିଗତ କନ୍ୟାବନ୍ଧୁ ସାଜନ୍ତି । ମହିଳା ଜଣକ ବିବାହ ସମୟରେ ସବୁବେଳେ କନ୍ୟା ସହିତ…