ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’: ସତର୍କ କଲା ‘ହୁ’
ଲଣ୍ଡନ: ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ ।…